ଜୀବିତ ନବଜାତକୁ ମୃତ ଘୋଷଣା

ବାରିପଦା-ବଞ୍ଚି ଥାଉ ଥାଉ ଜୀବିତ ଶିଶୁକୁ ମୃତ ଘୋଷଣା କଲେ ଡାକ୍ତର । ମୟୂରଭଞ୍ଜ ଜିଲ୍ଲା କରଂଜିଆ ଉପଖଣ୍ଡ ଚିକିତ୍ସାଳୟରେ ଜନ୍ମ ନେଇଥିବା ଏକ ନବଜାତକୁ ମେଡିକାଲ କର୍ତ୍ତୃପକ୍ଷ ମୃତ ଘୋଷଣା କରିବା ସହ ପରିବାରକୁ ହସ୍ତାନ୍ତର କରିଥିଲେ । ତେବେ, ପରିବାର ଲୋକେ ଅନ୍ତିମ ସଂସ୍କାର ପାଇଁ ଗଲାବେଳେ…

ଏବେ ଖୋଲା ବଜାରରେ ବିକ୍ରି ହେବ କୋଭିଶିଲ୍ଡ, କୋଭାକ୍ସିନ; ବିଶେଷଜ୍ଞ କମିଟିର ସୁପାରିସ

ନୂଆଦିଲ୍ଲୀ: ଦେଶର ଡ୍ରଗ୍ସ ନିୟାମକର ବିଶେଷଜ୍ଞ କମିଟି କିଛି ସର୍ତ୍ତ ସହ କୋଭିଶିଲ୍ଡ ଏବଂ କୋଭାକ୍ସିନ ଟିକାକୁ ଖୋଲା ବଜାରରେ ବିକ୍ରି ପାଇଁ ମଞ୍ଜୁରି ପ୍ରଦାନ କରିବାକୁ ସୁପାରିସ୍ କରିଛନ୍ତି। ଦେଶରେ ଏହି ଦୁଇ ଟିକାକୁ ସମ୍ପ୍ରତି କେବଳ ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିଛି । ଫାର୍ମା…

ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଫୁଲ ମେଲାଣ କଣ ?

ଲେଖକ: ଗୁରୁ ଚରଣ ଦାସ ପୌଷମାସ ମାସନ୍ତ ତିଥିରେ ଶ୍ରୀଜୀଉଙ୍କ ଅନୁଷ୍ଠିତ ହୋଇଥାଏ ଫୁଲ ମେଲାଣ ବେଶ। ଏହି ଦିନ ଫୁଲ ମେଲାଣ ନିମନ୍ତେ ମାଳିମାନେ ବାଘମୁହାଁ ବାନ୍ଧି ମାଳଚୁଳ ସହିତ ଭିତରସେବକ ଙ୍କ ପଟୁଆରରେ ଘଣ୍ଟ ,ଛତା ,କାହାଳାଦି ସହ ବଡ଼ଦେଉଳକୁ ପରିକ୍ରମା କରିଥାନ୍ତି। ଶ୍ରୀମନ୍ଦିରକୁ ବେଢାଏ…

ଗୀତା ମାହାତ୍ମ୍ୟ: ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ। ଭ୍ୟୁସ୍ଥାନ ମଧର୍ମମସ୍ୟ ତଦାତ୍ମାନଂ ସୃଜାମ୍ୟହମ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଗୀତା ପଚାରୁଛନ୍ତି : - ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ। ଭ୍ୟୁସ୍ଥାନ ମଧର୍ମମସ୍ୟ ତଦାତ୍ମାନଂ ସୃଜାମ୍ୟହମ।। ହେ ଅର୍ଜ୍ଜୁନ ! ଯେଉଁ ଯେଉଁ ସମୟରେ ଧର୍ମର ଅବକ୍ଷୟ ହୁଏ ଏବଂ ଅଧର୍ମର ବୃଦ୍ଧି ହୁଏ,…

ପ୍ରଥମ ଦିନିକିଆ: ଦକ୍ଷିଣ ଆଫ୍ରିକା ଠାରୁ ୩୧ ରନରେ ହାରିଲା ଭାରତ

ପାର୍ଲ: ଅଧିନାୟକ ତେମ୍ବା ବାଭୁମା ଓ ରାସି ଭାନ୍ ଡର୍ ଡୁସେନଙ୍କ ଆକର୍ଷଣୀୟ ଶତକ ସହାୟତାରେ ଦକ୍ଷିଣ ଆଫ୍ରିକା ବୁଧବାର ବୋଲାଣ୍ଡ ପାର୍କରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ ଭାରତକୁ ୩୧ ରନରେ ହରାଇ ଦେଇଛି । ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ…

ଆଜି ୫୨ ହଜାର ୮୬୮ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଭୁବନେଶ୍ୱର - ପଂଚାୟତ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲର ତୃତୀୟ ଦିନରେ ଆଜି ମୋଟ ୫୨ ହଜାର ୮୬୮ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । ୩୭ ହଜାର ୨୩୨ ଜଣ ୱାର୍ଡ ମେମ୍ବର ପ୍ରାର୍ଥୀ, ୮ ହଜାର ୯୪୭ ସରପଂଚ ପ୍ରାର୍ଥୀ, ସମିତି ସଭ୍ୟ ପାଇଁ ୬ ହଜାର ୨୦୫ ଓ ଜିଲ୍ଲା ପରିଷଦ ପାଇଁ ୪୮୪ ଜଣ…