ଟ୍ୱିଟରକୁ ନୂଆ ଆଇଟି ନିୟମ ମାନିବାକୁ ପଡ଼ିବ: ହାଇକୋର୍ଟ
ନୂଆଦିଲ୍ଲୀ: ନୂଆ ଆଇଟି ନିୟମ ନେଇ ଭାରତ ସରକାରଙ୍କ ସହ ବିବାଦ ପରେ ଟ୍ୱିଟରକୁ ଏବେ ଦିଲ୍ଲୀ ହାଇକେର୍ଟରୁ ବଡ଼ ଝଟ୍କା ଲାଗିଛି । ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ, ନୂଆ ଆଇଟି ନିୟମ ଉପରେ ରୋକ୍ ଲଗାଯାଇ ନଥିବାରୁ ଟ୍ୱିଟରକୁ ଏହି ନିୟମ ମାନିବାକୁ ପଡିବ ।
ଜଷ୍ଟିସ୍ ରେଖା ପାଲ୍ଲିଙ୍କ…