ଜୁନ୍ ୩ରେ କୋଭିଶିଲ୍ଡ ଓ ୬ରେ କୋଭାକ୍ସିନ ଟିକା ଓଡିଶା ଆସିବ Coronavirus UpdateOdiaଓଡ଼ିଶା By Newsroom Odisha Network On May 31, 2021 Share ଭୁବନେଶ୍ୱର- ଆସନ୍ତା ୩ ତାରିଖରେ ଓଡିଶା ଆସିବ କୋଭିଶିଲ୍ଡ ଟିକା । ୩ ଲକ୍ଷ ୫ ହଜାର ୪୬୦ କୋଭିଶିଲ୍ଡ ଟିକା ଓଡିଶାରେ ପଂହଚିବ । ଏହି ଟିକା ରାଜ୍ୟରେ ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କ ଟିକାକରଣ ପାଇଁ ବ୍ୟବହାର ହେବ । ଜୁନ୍ ୬ ତାରିଖରେ ୪୦ ହଜାର କୋଭାକ୍ସିନ ଟିକା ମଧ୍ୟ ରାଜ୍ୟକୁ ଆସିବ । Share FacebookTwitterGoogle+WhatsAppEmailPinterestFacebook MessengerLinkedin
Comments are closed.