ରାମଦେବଙ୍କୁ ୧୦୦୦ କୋଟିର ମାନହାନୀ ନୋଟିସ ପଠାଇଲା ଆଇଏମ୍ଏ
ନୂଆଦିଲ୍ଲୀ: ଏଲୋପାଥି ଓ ଡାକ୍ତର ମାନଙ୍କ ବିରୋଧରେ ବିବାଦୀୟ ବୟାନ ପାଇଁ ଯୋଗଗୁରୁ ରାମଦେବଙ୍କ ଅଡ଼ୁଆ ବଢ଼ିଛି । ଭାରତୀୟ ମେଡିକାଲ ସଂଘ (ଆଇଏମ୍ଏ) ରାମଦେବଙ୍କ ନିକଟକୁ ୧୦୦୦ କୋଟି ଟଙ୍କାର ମାନହାନୀ ନୋଟିସ୍ ପଠାଇଛି । ଏଲୋପାଥି ବିରୋଧରେ ବୟାନ ପାଇଁ ତାଙ୍କୁ ୧୫ ଦିନ ମଧ୍ୟରେ ଲିଖିତ କ୍ଷମା…