ପୂର୍ବ ଅପେକ୍ଷା ଦୁର୍ବଳ ହୋଇ ବାଲେଶ୍ୱର ଆଡକୁ ମୁହାଁଇଛି ୟାଶ୍ , ଲ୍ୟାଣ୍ଡଫଲ୍ ବେଳେ ପବନ ବେଗ ୧୨୦ କିମିରୁ ଅଧିକ ହେବ…
ଭୁବନେଶ୍ୱର- ପୂର୍ବ ଅପେକ୍ଷା ଦୁର୍ବଳ ହେଲା ବାତ୍ୟା ୟାଶ୍ । ବର୍ତ୍ତମାନ ବାତ୍ୟା ୟାଶ୍ ବାଲେଶ୍ୱର ଆଡକୁ ମୁହାଁଇଛି । ଭଦ୍ରକର ଧାମରା ଅତିକ୍ରମ କରିଛି ୟାଶ୍ । ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟା ପ୍ରତି ୧୨୦ କିଲୋମିଟରରୁ ଅଧିକ ରହିବ ନାହିଁ । ଭଦ୍ରକର ମୋହନପୁରରେ ଜୁଆର ୯ କିଲୋମିଟର ଯାଏଁ…