କେକ୍ କାଟି, ଜନ୍ମଦିନ ପାଳି କୋଭିଡ୍ ରୋଗୀଙ୍କୁ ଡିସଚାର୍ଜ

କରେନା ସଙ୍କଟ କାଳରେ ଅଧିକ ନିରାଶାଜନକ ଖବର ଶୁଣିବାକୁ ମିଳୁଥିବା ବେଳେ ମଝିରେ ମଝିରେ କିଛି ଆଶ୍ୱସ୍ତ କରିଦେବା ଭଳି ତଥା ସକରାତ୍ମକ ଭାବନା ସୃଷ୍ଟି କରିବା ଭଳି ଖବର ମଧ୍ୟ ଆସୁଛି। ଏମିତି ଏକ ଖବର ବ୍ରହ୍ମପୁର ଜନନା ହସ୍ପିଟାଲରେ ଚାଲିଥିବା ଡେଡିକେଟେଡ୍ କୋଭିଡ୍ ହେଲଥ୍ ସେଣ୍ଟର (ଡିସିଏଚସି)…

ଗମ୍ଭୀରଙ୍କ ଦ୍ୱାରା କୋଭିଡ୍ ଔଷଧ ବଣ୍ଟନ ମାମଲାର ତଦନ୍ତ କରିବାକୁ ଡିସିଜିଆଇକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କ ପକ୍ଷରୁ ଲୋକଙ୍କୁ କୋଭିଡ୍ ଔଷଧ ବଣ୍ଟନ ମାମଲାର ତଦନ୍ତ କରିବାକୁ ସୋମବାର ଦିଲ୍ଲୀ ହାଇକୋର୍ଟ ଭାରତୀୟ ଔଷଧ ନିୟନ୍ତ୍ରକ ‘ଡିସିଜିଆଇ’କୁ ନିର୍ଦ୍ଦେଶ ଦେଇଛନ୍ତି । ରୋଗୀଙ୍କୁ କୋଭିଡ୍ ଔଷଧ ସହଜରେ ମିଳୁନଥିବା ବେଳେ ଗମ୍ଭୀର ଓ ଅନ ଦୁଇ ବ୍ୟକ୍ତି…