୧୮-୪୪ ବୟସର ହିତାଧିକାରୀଙ୍କ ପାଇଁ ବଦଳିଲା ନିୟମ, ପଞ୍ଜିକରଣ ଦିନ ହିଁ ଦିଆଯିବ ଟିକା
ନୂଆଦିଲ୍ଲୀ: କେନ୍ଦ୍ର ସରକାର ୧୮-୪୪ ହିତାଧିକାରୀଙ୍କ ପାଇଁ ଟିକାକରଣ ନିୟମରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି । ଏଣିକି ଏହି ବୟସ ବର୍ଗର ଲୋକ ଟିକାକରଣ କେନ୍ଦ୍ରରେ ପଞ୍ଜିକରଣ କରିପାରିବେ । ପଞ୍ଜିକରଣ ଦିନ ହିଁ ସେମାନଙ୍କୁ ଟିକା ଲାଗିବ । ଅର୍ଥାତ୍ ୧୮-୪୪ ହିତାଧିକାରୀଙ୍କୁ ଆଉ ଅନ୍…