ଏଲୋପାଥି ଚିକିତ୍ସା ଉପରେ ରାମଦେବଙ୍କ ମନ୍ତବ୍ୟକୁ ଦୁର୍ଭାଗ୍ୟଜନକ କହିଲେ ହର୍ଷ ବର୍ଦ୍ଧନ
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଏଲୋପାଥି ଚିକିତ୍ସା ଉପରେ ଯୋଗଗୁରୁ ରାମଦେବଙ୍କ ମନ୍ତବ୍ୟକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ସେ ତାଙ୍କର ଏହି ମନ୍ତବ୍ୟ ପ୍ରତ୍ୟାହାର କରନ୍ତୁ ବୋଲି ହର୍ଷ ବର୍ଦ୍ଧନ ରାମଦେବଙ୍କୁ ଅନୁରୋଧ କରିଛନ୍ତି ।
ଏଲୋପାଥି ଚିକିତ୍ସା…