ଦିିଲ୍ଲୀରେ ମେ ୩୧ ଯାଏଁ ବଢ଼ିଲା ଲକ୍‌ଡାଉନ୍‌

ନୂଆଦିଲ୍ଲୀ: ଦିଲ୍ଲୀରେ ଲକ୍‌ଡାଉନ୍ ଆଉ ସପ୍ତାହେ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ର କେଜ୍ରିୱାଲ ଆଜି ଏକ ଅନଲାଇନ୍ ସାମ୍ବାଦିକ ସମ୍ମଳନୀରେ ଏହି ଘୋଷଣା କରିଛନ୍ତି । ରାଜଧାନୀ ନଗରୀରେ ମେ ୩୧ ସକାଳ ୫ଟା ଯାଏଁ ଲକ୍‌ଡାଉନ୍ ଜାରି ରହିବ । ଯଦି ସଂକ୍ରମଣ ହ୍ରାସ ପାଏ,…

‘ଦିଦିଙ୍କୁ ଛାଡ଼ି ରହି ପାରିବିନି’, ତୃଣମୂଳ କଂଗ୍ରେସକୁ ଫେରିବାକୁ ଚାହୁଁଛନ୍ତି ବିଜେପି ନେତ୍ରୀ ସୋନାଲି ଗୁହା

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ ଛାଡ଼ି ଅନେକ ନେତା ବିଜେପିରେ ଯୋଗ ଦେଇଥିଲେ । ହେଲେ ନିର୍ବାଚନରେ ବିଜେପିର ପରାଜୟ ପରେ ସେମାନଙ୍କ ମଧ୍ୟରୁ କିଛି ନେତା ଓ ନେତ୍ରୀ ଏବେ ପୁଣିଥରେ ତୃଣମୂଳ କଂଗ୍ରେସକୁ ଫେରିବାକୁ ଚାହୁଁଛନ୍ତି । ଏମିତି ଜଣେ ନେତ୍ରୀ ହେଲେ ସୋନାଲି…

ରାଜ୍ୟରେ କୋରୋନା ସଂକ୍ରମଣର ସ୍ଥିତି ସମାନ୍ତରାଳ : ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର- ରାଜ୍ୟରେ କୋରୋନା ଟେଷ୍ଟିଂ ବୃଦ୍ଧି ପାଉଥିବାରୁ ସଂକ୍ରମଣ ସଂଖ୍ୟା ମଧ୍ୟ ବଢିଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ରାଜ୍ୟରେ ଗତ ୪ରୁ ୫ ଦିନ ହେବ ସଂକ୍ରମଣ ସମାନ୍ତରାଳ ସ୍ଥିତିରେ ରହିଛି । ପ୍ରବାସୀଙ୍କ ଫେରିବା ବନ୍ଦ ହୋଇ ନ ଥିବାରୁ କଟକ ଓ ଭୁବନେଶ୍ୱରରେ ସଂକ୍ରମଣ…

ବୁଲା ଗାଈଗୋରୁଙ୍କ ଖାଦ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦ୍ୱିତୀୟ ପର୍ଯ୍ୟାୟ ସହାୟତା ମଞ୍ଜୁର

ଭୁବନେଶ୍ୱର: କୋଭିଡ଼ ମହାମାରୀ ନିୟନ୍ତ୍ରଣ ପାଇଁ ବର୍ତ୍ତମାନ ସାରା ରାଜ୍ୟରେ ଲକ୍ ଡାଉନ୍ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ବୁଲା ଗାଈ ଗୋରୁ କୁକୁର ଆଦି ପ୍ରାଣମାନେ ଖାଦ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ରିଲିଫ ପାଣ୍ଠିରୁ…

ଛତିଶଗଡ଼: ମୋଦିଙ୍କ ବଦଳରେ ଟିକା ସାର୍ଟିଫିକେଟ୍‌ରେ ବାଘେଲଙ୍କ ଫଟୋ

ରାୟପୁର: କୋଭିଡ୍ ଟିକା ସାର୍ଟିଫିକେଟ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ରହିଛି । ଏହାର ଯଥାର୍ଥତା ନେଇ ବିରୋଧୀ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ତେବେ ଛତିଶଗଡ଼ରେ ମୋଦିଙ୍କ ଫଟୋ ବଦଳରେ ଟିକା ସାର୍ଟିଫିକେଟ୍‌ରେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ଫଟୋ ଦେଖିବାକୁ ମିଳୁଛି । ୧୮ ରୁ…

ରାଜ୍ୟରେ ଦିନକରେ ୨୮ କୋରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୮ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ଓଡିଶାରେ ମୋଟ ମୃତ୍ୟୁସଂଖ୍ୟା ୨ ହଜାର ୪୮୪କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କଳାହାଣ୍ଡି ଓ ସୁନ୍ଦରଗଡରୁ ୪ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି । ଅନୁଗୁଳ ଓ…

ଘନୀଭୂତ ହେଉଛି ଲଘୁଚାପ, ଆଜି ନେବ ଅବପାତର ରୂପ

ଭୁବନେଶ୍ୱର- ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହେଉଛି । ଆଜି ଏହା ଅବପାତର ରୂପ ନେବ । ୨୪ ତାରିଖରେ ଏହା ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ବାତ୍ୟାର ରୂପ ନେବ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି । ୨୬ ତାରିଖରେ ବାତ୍ୟା ଉତ୍ତର ଓଡିଶା, ପଶ୍ଚିମବଙ୍ଗ…

ଭାରତରେ କମୁଛି ସଂକ୍ରମଣ: ଦିନକରେ ଆଉ ୨.୪୦ ଲକ୍ଷ ନୂଆ ମାମଲା, ୩୭୪୧ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ପ୍ରକୋପ ଧିରେ ଧିରେ ଥମିବାରେ ଲାଗିଛି । ତେବେ ବିପଦ ସମ୍ପୂର୍ଣ୍ଣ ଟଳିନାହିଁ । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୨,୪୦,୮୪୨ ମାମଲା ସାମ୍ନାକୁ ଆସିଛି । ସଂକ୍ରମଣ କମୁଥିଲେ ମଧ୍ୟ ମୃତ୍ୟୁସଂଖ୍ୟା ଅଧିକ ରହୁଛି । ଦିନକରେ ଏହି ଘାତକ ରୋଗରେ ଆଉ…

ରାଜ୍ୟରେ ୧୨ ହଜାର ୮୫୨ ନୂଆ କୋରୋନା ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୯୦୯

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨ ହଜାର ୮୫୨ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୭ ହଜାର ୧୯୫ ଓ ସ୍ଥାନୀୟ ଅଞ୍ଚଳରୁ ୫ ହଜାର ୬୫୭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ୧ ହଜାର ୯୦୯, କଟକରୁ ୧ ହଜାର ୭୩, ଅନୁଗୁଳରୁ ୮୭୪, ସୁନ୍ଦରଗଡରୁ ୮୪୮, କଳାହାଣ୍ଡିରୁ…