ଅକ୍ଲାନ୍ତ ପରିଶ୍ରମକୁ ବିଶ୍ୱ ମାନ୍ୟତା
ସେ ଓଡ଼ିଶା ହକିକୁ ନୂଆ ଦିଗରେ ଆଗେଇ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ଓଡ଼ିଶା ହକିର ଭିତ୍ତିଭୂମିକୁ ବିଶ୍ୱ ଦରବାରରେ ଶୀର୍ଷ ସ୍ଥାନରେ ପହଞ୍ଚାଇଛନ୍ତି। ଏଥିପାଇଁ ତାଙ୍କ ପ୍ରୟାସକୁ ଯେତେ ପ୍ରଶଂସା କଲେ ମଧ୍ୟ ହୁଏତ କମ୍ ହେବ। ସେଥିପାଇଁ ତ ମୁଖ୍ୟମନ୍ତ୍ରୀଙ୍କ…