ଓଡିଶାରେ ହକିର ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୫ଟି ସଚିବ ଭି.କେ ପାଣ୍ଡିଆନଙ୍କୁ ଆନ୍ତର୍ଜାତିକ ହକି…

ଭୁବନେଶ୍ୱର- ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କୁ୍ ଆନ୍ତର୍ଜାତିକ ହକି ମହାସଂଘ (ଏଫଆଇଏଚ)ର ସମ୍ମାନଜନକ ସଭାପତି ପୁରସ୍କାର ଦିଆଯାଇଛି । ଓଡିଶାରେ ହକିର ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପାଣ୍ଡିଆନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏଫଆଇଏତର ୪୭ତମ ମହାଧିବେଶନରେ…

ମିଶନ ଜିରୋ କାଜୁଏଲଟି, ଆମେ ସଜାଗ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ସମ୍ଭାବ୍ୟ ବାତ୍ୟା ୟାସର ମୁକାବିଲା ପାଇଁ ଏକ ବୈଠକରେ ଜନସାଧାରଣଙ୍କ ଜୀବନର ସୁରକ୍ଷା ଉପରେ ଗୁରୁତ୍ବ ଦେଇ ପଦକ୍ଷେପ ନେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସବୁ…

କରୋନା ମୃତକଙ୍କୁ ପର କରି ଦେଲା ପରିବାର ଶବଦାହ କଲେ ବିଜେଡି ଜିଲ୍ଲା ସଭାପତି

ଦେବଗଡ : ବର୍ତ୍ତମାନ ସମୟରେ କରୋନା ମହାମାରୀ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି । ସଂକ୍ରମଣ ଭୟ ଏତେ ଘାରିଛି ଯେ , ଲୋକେ ନିଜର ସଂପର୍କୀୟ ଏପରିକି ଜନ୍ମ କଲା ବାପା ମାଁଙ୍କ ମୁହଁରେ ବି ଚିତା ଟିକିଏ ଦେବାକୁ ପଛଘୁଞ୍ଚା ଦେଉଛନ୍ତି । ଏଭଳି ସମୟରେ ମାନବିକତାର ମୃତ୍ୟୁ ପରି ପ୍ରତିଦିନ ବହୁ…

‘କୋଭାକ୍ସିନ’ ଟିକା ନେଇଥିବା ବ୍ୟକ୍ତି ବିଦେଶ ଯାତ୍ରା କରିପାରିବେ ନାହିଁ , କାହିଁକି ଜାଣନ୍ତୁ

ନୂଆଦିିଲ୍ଲୀ: କୋଭିଡ୍‌-୧୯ ମହାମାରୀ ଯୋଗୁଁ ଅନେକ ଦେଶ ବିମାନ ଯାତ୍ରା ପାଇଁ କଡ଼ା ନିୟମ ଜାରି କରିଛନ୍ତି । କିଛି ଦେଶ କେବଳ ଟିକା ନେଇଥିବା ବିମାନ ଯାତ୍ରୀଙ୍କୁ ଅନୁମତି ଦେଇଛନ୍ତି । ତେବେ ଭାରତ ବାୟୋଟେକ୍‌ର ‘କୋଭାକ୍ସିନ’ ଟିକା ନେଇଥିବା ଭାରତୀୟ ଯାତ୍ରୀ କିଛି ମାସ ପାଇଁ ବିଦେଶ ଗସ୍ତରୁ…

ଚାଲିଗଲେ ‘ମୈନେ ପ୍ୟାର କିୟା’ ଓ ‘ହମ୍ ଆପ୍‌କେ ହୈ କୌନ୍‌’ର ସଂଗୀତ ନିର୍ଦ୍ଦେଶକ ରାମଲକ୍ଷ୍ମଣ

ମୁମ୍ବାଇ: ‘ମୈନେ ପ୍ୟାର୍ କିୟା’ ଓ ‘ହାମ୍ ଆପ୍‌କେ ହୈ କୌନ’ ଭଳି ସୁପରହିଟ୍ ଫିଲ୍ମର ସଂଗୀତ ନିର୍ଦ୍ଦେଶକ ରାମଲକ୍ଷ୍ମଣ ଫେମ୍‌ର ଲକ୍ଷ୍ମଣ ଆଉ ନାହାନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ ତାଙ୍କର ହୃଦଘାତରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ଲକ୍ଷ୍ମଣ ଓରଫ୍…

ପୁରୀରେ ଆଉ ୨ ରଥ ନିର୍ମାଣ ସେବକଙ୍କୁ କୋରୋନା

ପୁରୀ- ପୁରୀରେ ଆଜି ଆଉ ଦୁଇ ଜଣ ରଥନିର୍ମାଣ ସେବକ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଜଣେ ମହାରଣା ସେବକ ଓ ଜଣେ ଭୋଇ ସେବକ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏ ଯାଏଁ ୨୦ ଜଣ ରଥ ନିର୍ମାଣ ସେବକ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତମାନଙ୍କୁ ନୀଳାଚଳ ଭକ୍ତ ନିବାସ କୋଭିଡ…