କୋଭିଡ୍‌ରେ ପ୍ରାଣ ହରାଇଥିବା ଲୋକଙ୍କୁ ମନେ ପକାଇ ଭାବବିହ୍ୱଳ ହେଲେ ମୋଦି

ନୂଆଦିଲ୍ଲୀ: ଡାକ୍ତର ଓ ଫ୍ରଣ୍ଟଲାଇନ୍ କୋଭିଡ୍ ଯୋଦ୍ଧାଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ୍‌ରେ ପ୍ରାଣ ହରାଇଥିବା ଲୋକଙ୍କୁ ମନେ ପକାଇ ଭାବବିହ୍ୱଳ ହୋଇଛନ୍ତି । କୋଭିଡ୍‌-୧୯ ଆମର ଅନେକ ପ୍ରିୟଜନଙ୍କ ଜୀବନ ନେଇଗଲା । କୋଭିଡ୍‌ରେ ପ୍ରାଣ…

କେନ୍ଦ୍ର ସରକାରଙ୍କୁ ୯୯,୧୨୨ କୋଟି ଟଙ୍କା ଦେବ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌

ମୁମ୍ବାଇ: କରୋନା ସଙ୍କଟ ମଧ୍ୟରେ କେନ୍ଦ୍ର ସରକାରଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର । ଭାରତୀୟ ରିଜର୍ଭ ବ୍ୟାଙ୍କ୍ (ଆରବିଆଇ) ୩୧ ମାର୍ଚ୍ଚ ୨୦୨୧ରେ ଶେଷ ହୋଇଥିବା ନଅ ମାସର ହିସାବ ଅବଧି ପାଇଁ ସରକାରଙ୍କୁ ୯୯,୧୨୨ କୋଟି ଅତିରିକ୍ତ ଅର୍ଥ ପ୍ରଦାନ କରିବ । ଏହି ନିଷ୍ପତ୍ତିକୁ ଆରବିଆଇ ବୋର୍ଡର…

ଭବାନୀପୁର ଆସନରୁ ଉପନିର୍ବାଚନ ଲଢ଼ିବେ ମମତା

କୋଲକାତା: ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ଉପନିର୍ବାଚନ ପଥ ପରିଷ୍କାର ହୋଇଛି । ମମତା ଭବାନୀପୁର ଆସନରୁ ଉପନିର୍ବାଚନ ଲଢ଼ିବେ । ଏଥିପାଇଁ ଏହି ଆସନରୁ ବିଧାୟକ ଥିବା ଶୋଭନ ଦେବ ଇସ୍ତଫା ଦେଇଛନ୍ତି । ଭବାନୀପୁର ମମତାଙ୍କ ଗଡ଼ ଭାବେ…