କୋରୋନାରେ ଆଖି ବୁଜିଲେ ବିଶିଷ୍ଟ ପରିବେଶବିତ ସୁନ୍ଦରଲାଲ ବହୁଗୁଣା
ରିଷିକେଶ– ବିଶିଷ୍ଟ ପରିବେଶବିତ ସୁନ୍ଦରଲାଲ ବହୁଗୁଣାଙ୍କ କୋରୋନାରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା । ସେ ରିଷିକେଶ ଏମସରେ ଗତ ୧୦ ଦିନ ଧରି ଚିକିତ୍ସାଧୀନ ଥିଲେ । ହିମାଳୟ ପାର୍ବତ୍ୟାଂଚଳର ଜଙ୍ଗଲର ସଂରକ୍ଷଣ ପାଇଁ ସେ ଆନ୍ଦୋଳନ ଚଳାଇଥିଲେ । ୧୯୭୦ ଦଶକରେ…