କୁମ୍ଭମେଳା ଓ ବିଧାନସଭା ନିର୍ବାଚନରେ କୋଭିଡ୍ ନିୟମ ଉଲ୍ଲଙ୍ଘନ ନେଇ ପିଟିସନ, ସୋମବାର ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: କୁମ୍ଭମେଳା ଓ ନିକଟରେ ଅନୁଷ୍ଠିତ ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନରେ କୋଭିଡ୍ ନିୟମ ଉଲ୍ଲଙ୍ଘନ କରିଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଦାୟର ହୋଇଥିବା ଏକ ପିଟିସନ ଉପରେ ସୁପ୍ରିମକୋର୍ଟ ସୋମବାର ଶୁଣାଣି କରିବେ । ନୋଏଡାର ଆଇନଜୀବୀ ସଞ୍ଜୟ କୁମାର ପାଠକ…

କରୋନାରେ ଅଭିନେତା ରାହୁଲ ଭୋରାଙ୍କର ଦେହାନ୍ତ

ନୂଆଦିଲ୍ଲୀ: ୟୁଟ୍ୟୁବ ଏବଂ ଫେସବୁକରେ ଲକ୍ଷ ଲକ୍ଷ ପ୍ରଶଂସକ ଥିବା ଅଭିନେତା ରାହୁଲ ଭୋରାଙ୍କର ୩୫ ବର୍ଷ ବୟସରେ ରବିବାର ସକାଳେ ଦେହାନ୍ତ ହୋଇଯାଇଛି। ସେ କରୋନାରେ ସଂକ୍ରମିତ ହୋଇଥିଲେ । ମୃତ୍ୟୁର ୨୩ ଘଣ୍ଟା ପୂର୍ବରୁ ରାହୁଲ ଫେସବୁକରେ ଏକ ପୋଷ୍ଟ କରିଥିଲେ ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ…

ଡିଆରଡିଓ ଚେୟାରମ୍ୟାନଙ୍କ ସୂଚନା, ମେ ୧୧-୧୨ରୁ ବଜାରରେ ଉପଲବ୍ଧ ହେବ ଡିଆରଡିଓର କୋଭିଡ୍ ଔଷଧ

ନୂଆଦିଲ୍ଲୀ: ଜରୁରୀକାଳୀନ ବ୍ୟବହାର ପାଇଁ ଡିଆରଡିଓର କୋଭିଡ୍ ଔଷଧ '୨-ଡିଅକ୍ସି-ଡି-ଗ୍ଲୁକୋଜ୍'କୁ ଭାରତୀୟ ଡ୍ରଗ୍ସ ନିୟନ୍ତ୍ରକ ଅନୁମତି ଦେଇଛନ୍ତି । ଡିଆରଡିଓ ଚେୟାରମ୍ୟାନ୍ ଡକ୍ଟର ସତୀଶ ରେଡ୍ଡୀ କହିଛନ୍ତି ଯେ ମେ ୧୧ କିମ୍ବା ୧୨ରୁ ଏହି କୋଭିଡ ଔଷଧ ବଜାରରେ ଉପଲବ୍ଧ ହେବା ଆରମ୍ଭ କରିବ। ସେ…

ହିମନ୍ତ ବିଶ୍ବ ଶର୍ମା ହେବେ ଆସାମର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆସାମ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବାର ସପ୍ତାହକ ପରେ ମୁଖ୍ୟମନ୍ତ୍ରୀଙ୍କ ନାମ ସ୍ଥିର ହୋଇଛି। ରବିବାର ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ ହିମନ୍ତ ବିଶ୍ବା ଶର୍ମା ନେତା ଭାବେ ନିର୍ବାଚିତ ହୋଇଛନ୍ତି । ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର,…

ବୁଲା ଗାଈ କୁକୁରଙ୍କ ଖାଦ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଷାଠିଏ ଲଷ ଟଙ୍କା ସହାୟତା

ଭୁବନେଶ୍ୱର: କୋଭିଡ଼ ମହାମାରୀ ନିୟନ୍ତ୍ରଣ ପାଇଁ ବର୍ତ୍ତମାନ ସାରା ରାଜ୍ୟରେ ଲକ୍ ଡାଉନ୍ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ବୁଲା ଗାଈ ଗୋରୁ କୁକୁର ଆଦି ପ୍ରାଣୀମାନେ ଖାଦ୍ୟ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତାଙ୍କ…

ଦିଲ୍ଲୀରେ ଆଉ ସପ୍ତାହେ ବଢ଼ିଲା ଲକଡାଉନ୍

ନୂଆଦିଲ୍ଲୀ: କରୋନା ପ୍ରକୋପ ଦୃଷ୍ଟିରୁ ଦିଲ୍ଲୀରେ ଲକଡାଉନ୍ ଅବଧି ଆଉ ଏକ ସପ୍ତାହ ପାଇଁ ବୃଦ୍ଧି କରାଯାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର କହିଛନ୍ତି ଯେ ଆସନ୍ତା ୧୭ ତାରିଖ ସକାଳ ପର୍ଯ୍ୟନ୍ତ ଏହି ଲକଡାଉନ୍ ବଳବତ୍ତର ରହିବ ଏବଂ ଏଥର ଏହା ଆହୁରି କଡାକଡି ହେବ। ଆସନ୍ତା…