ଉତ୍ତରପ୍ରଦେଶରେ ମେ ୧୭ ଯାଏଁ ବଢ଼ିଲା ଲକଡାଉନ୍

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଏପ୍ରିଲ୍ ୩୦ରୁ ଲାଗୁ ହୋଇଥିବା ଲକଡାଉନ୍ ତଥା କରୋନା କର୍ଫ୍ୟୁକୁ ଆସନ୍ତା ୧୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସୂଚନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ନବନୀତ ସେହଗଲ କହିଛନ୍ତି ଯେ ରାଜ୍ୟରେ ଲାଗୁ ହେଉଥିବା କରୋନା କର୍ଫ୍ୟୁ…

ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ୍ୟଙ୍କ ସୁନ୍ଦରଗଡ ଓ ବରଗଡ ଗସ୍ତ, କୋଭିଡ ସ୍ଥିତିର କଲେ ସମୀକ୍ଷା

ରାଉରକେଲା/ବରଗଡ: ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ୍ୟ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସୀତ ତ୍ରିପାଠୀ ଆଜି ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲା ଗସ୍ତ କରି କୋଭିଡ ମୁକାବିଲାର ଅନୁଧ୍ୟାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ଶ୍ରୀ ତ୍ରିପାଠୀ ସ୍ବାସ୍ଥ୍ୟ ବିଭାଗ…

ଭାରତରେ କରୋନା ସଙ୍କଟ ପାଇଁ ମୋଦିଙ୍କୁ ଲାନ୍ସେଟ୍‌ର ଭର୍ତ୍ସନା, ସଂକ୍ରମଣ ନିୟନ୍ତ୍ରଣ କରିବା ପରିବର୍ତ୍ତେ ସମାଲୋଚନା…

ନୂଆଦିଲ୍ଳୀ: ଭାରତରେ କରୋନାର ମହାସଙ୍କଟ ପାଇଁ ପ୍ରସିଦ୍ଧ ଭେଷଜ ପତ୍ରିକା ‘ଲାନ୍ସେଟ୍‌’ ନିଜର ସମ୍ପାଦକୀୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୀବ୍ର ଭର୍ତ୍ସନା କରିଛି । ମହାମାରୀକୁ ନିୟନ୍ତ୍ରଣ କରିବା ଉପରେ ଧ୍ୟାନ ଦେବା ପରିବର୍ତ୍ତେ ମୋଦି ସରକାର ସମାଲୋଚନା ଦବାଇବାରେ ଅଧିକ ବ୍ୟସ୍ତ…

ଆନ୍ତର୍ଜାତିକ ମାତୃ ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର- ଆଜି ଆନ୍ତର୍ଜାତିକ ମାତୃ ଦିବସ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ତ୍ତା ଦେଇଛନ୍ତି । ରାଜ୍ୟରେ ମାତୃ ମୃତ୍ୟୁହାର ହ୍ରାସ ଓ ନିରାପଦ ମାତୃତ୍ୱର ପ୍ରସାର ପାଇଁ ତାଙ୍କ ସରକାର ପ୍ରତିବଦ୍ଧ ବୋଲି ନବୀନ ତାଙ୍କ ବାର୍ତ୍ତାରେ କହିଛନ୍ତି । ମହାମାରୀ ସମୟରେ ଆଶାକର୍ମୀ,…

କରୋନା ତାଣ୍ଡବ ଜାରି, ପଞ୍ଚମ ଥର ୪ ଲକ୍ଷରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ, ୪୦୯୨ ମୃତ

ନୂଆଦିଲ୍ଲୀ: ଦେଶରେ କରୋନାର ତାଣ୍ଡବ ଜାରି ରହିଛି । ସଂକ୍ରମଣର ଦ୍ୱିତୀୟ ଲହରୀ ଦେଶରେ ହାହାକାର ସ୍ଥିତି ସୃଷ୍ଟି କରିଛି । ଗତ ୨୪ ଘଣ୍ଟାରେ ଦେଶରେ ପୁଣି ୪ ଲକ୍ଷରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଦ୍ୟତମ ତଥ୍ୟ ଅନୁସାରେ ଭାରତରେ ଆଉ ୪୦୩,୭୩୮ ମାମଲା…

ରାଜ୍ୟରେ ୧୦ ହଜାର ୬୩୫ ନୂଆ କୋରୋନା ଆକ୍ରାନ୍ତ, ୧୯ ମୃତ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୧୦ ହଜାର ୬୩୫ କୋରୋନା ରୋଗୀ । ସଙ୍ଗରୋଧରୁ ୬ ହଜାର ୧୨ ଓ ସ୍ଥାନୀୟ ଅଂଚଳରୁ ୪ ହଜାର ୬୨୩ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୫୬୪ ଓ ସୁନ୍ଦରଗଡ ଜିଲ୍ଲାରୁ ୯୪୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।…

ପଶ୍ଚିମ ଓଡିଶାରେ ବିଜେଡି ସାଧାରଣ ସଂପାଦକ ପ୍ରଣବଙ୍କ କୋଭିଡ୍ ସ୍ଥିତି ସମୀକ୍ଷା

ସମ୍ବଲପୁର : ବର୍ତ୍ତମାନ ରାଜନୀତି ଛାଡି ସମାଜ ପାଇଁ ଉତ୍ତରଦାୟିତ୍ବ ନିବାଇବାର ବେଳ । କରୋନା ମହାମାରୀ ସହ ସାରା ରାଜ୍ୟ ଲଢୁଥିବା ବେଳେ ସବୁ ପୀଡିତଙ୍କ ସହ ଛିଡା ହେବାର ବେଳ । ଏଥିପାଇଁ ପ୍ରଶାସନକୁ ସଂପୂର୍ଣ୍ଣ ସହଯୋଗ କରି ଏହି ମହାମାରୀକୁ ମୁକାବିଲା କରିବା ପାଇଁ ପ୍ରକୃଷ୍ଟ ସମୟ ଆସିଛି ।…

Newsroom: Morning Headlines

Odisha Govt Prioritizes Vaccination of 18-44 Age Group In 5 Municipal Corporations BMC’s Drive-on Vaccination Covers 400 Beneficiaries on First Day Lancet Appreciates Odisha’s Better Preparedness In Fighting The Second Wave SC…