ଜୁନିୟର ହକି ବିଶ୍ୱକପ: ସେମିରେ ଜର୍ମାନୀ ଠାରୁ ହାରିଲା ଭାରତ, ବ୍ରୋଞ୍ଜ ପାଇଁ ଖେଳିବ

ଭୁବନେଶ୍ୱର: ଡିଫେଣ୍ଡିଂ ଚାମ୍ପିୟନ ଭାରତର ଟାଇଟଲ ବଜାୟ ରଖିବା ଆଶା ଧୂଳିସାତ ୍ ହୋଇଛି । ଜୁନିୟର ହକି ବିଶ୍ୱକପରେ ଶୁକ୍ରବାର ଅନଷ୍ଠିତ ଦ୍ୱିତୀୟ ସେମିଫାଇନାଲରେ ଲଢୁଆ ପ୍ରଦର୍ଶନ ସତ୍ତ୍ୱେ ଭାରତ ୪-୨ ଗୋଲରେ ୬ ଥରର ଚାମ୍ପିୟନ ଜର୍ମାନୀ ଠାରୁ ହାରିଯାଇଛି । ଭାରତ ଏବେ ବ୍ରୋଞ୍ଜ ପଦକ ପାଇଁ…

କିମ୍ବଦନ୍ତୀ କ୍ରିକେଟ୍ କୋଚ୍ ତାରକ ସିହ୍ନାଙ୍କ ପରଲୋକ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟକୁ ଅନେକ ଆନ୍ତର୍ଜାତୀୟ ତଥା ପ୍ରଥମ ଶ୍ରେଣୀ କ୍ରିକେଟର ଦେଇଥିବା ପ୍ରସିଦ୍ଧ କୋଚ୍ ତାରକ ସିହ୍ନାଙ୍କ ଶନିବାର ସକାଳେ ଦିଲ୍ଲୀରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା । ସିହ୍ନା ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ସେ ଅବିବାହିତ…

ବିରୋଧୀଙ୍କୁ ବିଜେଡିର ଟାର୍ଗେଟ : ନିର୍ବାଚନ ଆସିଲେ ହିଁ ବିରୋଧୀ ଦଳଙ୍କ ମନେପଡେ ନାରୀ ସୁରକ୍ଷା

ଭୁବନେଶ୍ୱର - ନିର୍ବାଚନ ଆସିଲେ ହିଁ ବିରୋଧୀଙ୍କର ନାରୀ ସୁରକ୍ଷା ପ୍ରସଙ୍ଗ ଉଠେ । ଆଉ ନିର୍ବାଚନ ସରିଗଲେ ଏହିକଥାକୁ ଭୁଲି ଯାଆନ୍ତି ବିରୋଧୀ । ଏଭଳି କହି ମମିତା ମେହେର ହତ୍ୟା ମାମଲାରେ ବିରୋଧୀ ବିଜେପି ଓ କଂଗ୍ରେସକୁ କଡା ସମାଲୋଚନା କରିଛି ବିଜେଡି । ପ୍ରେସମିଟ୍ କରି ବିଜେଡି ମୁଖପାତ୍ର…

ଲିଙ୍ଗରାଜ ମନ୍ଦିରର ସିଂହଦ୍ୱାରର ହେବ ରୂପା ଛାଉଣୀ, ଶୁକ୍ରବାର ମନ୍ଦିରର ସ୍ଥିତି ପରଖିବେ ବିଏମସି କମିଶନର

ଭୁବନେଶ୍ୱର - ଫନି ବାତ୍ୟାରେ ଭାଙ୍ଗି ଯାଇଥିବା ଶ୍ରୀଲିଙ୍ଗରାଜ ମନ୍ଦିରର ସିଂହଦ୍ୱର୍ର ରୂପ ବଦଳିବାକୁ ଯାଉଛି । ବର୍ତ୍ତମାନର ପିତ୍ତଳ ପରିବର୍ତ୍ତେ ରୂପା ଚଦରର ଛାଉଣୀ କରାଯିବ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବିଏମସି କମିଶନର ସଞ୍ଜୟ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି…