କରୋନା ସଙ୍କଟ: ଦିନକରେ ରେକର୍ଡ ୩.୮୬ ଲକ୍ଷ ମାମଲା, ୩୪୯୮ ମୃତ
ନୂଆଦିଲ୍ଲୀ: ଭାରତରେ କରୋନାର ଦ୍ୱିତୀୟ ଲହରୀ ସୁନାମି ଭଳି ମାଡ଼ି ଚାଲିଛି । ଦୈନିକ ସଂକ୍ରମଣ ପୁଣି ରେକର୍ଡ ଭାଙ୍ଗିଛି । ଦିନକରେ ଭାରତରେ ଆଉ ୩,୮୬,୪୫୨ ମାମଲା ଚିହ୍ନଟ ହୋଇଛି । ବିଶ୍ୱର ପ୍ରାୟ ୪୦% ମାମଲା ଏବେ ଭାରତରେ ।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ଭାରତରେ…