ଆମେ ମାନିବୁ ନବୀନଙ୍କ ପରାମର୍ଶ
ଗୋଟିଏ ପଟେ ରାଜ୍ୟର ସମସ୍ତ ଯୋଗ୍ୟ ହିତାଧିକାରୀ (୧୮ ବର୍ଷ ବୟସରୁ ଅଧିକ)ଙ୍କୁ ମାଗଣାରେ ଟିକା ଯୋଗାଇଦେବେ ବୋଲି ରାଜ୍ୟ ସରକାରଙ୍କ ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିଥିଲେ। ଆଉ ସେହି ସମୟରେ ବି ହାତଯୋଡି ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଥିଲେ ଯେ- କରୋନା…