‘ଜାତୀୟ ସଙ୍କଟ’ ପ୍ରତି ନୀରବଦ୍ରଷ୍ଟା ରହିପାରିବୁ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶରେ ଭୟାବହ କୋଭିଡ୍ ସ୍ଥିତିକୁ ‘ଜାତୀୟ ସଙ୍କଟ’ ରୂପେ ଅଭିହିତ କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ଏଥିପ୍ରତି ଆମେ ନୀରବଦ୍ରଷ୍ଟା ରହିପାରିବୁ ନହିଁ । ଦେଶରେ କୋଭିଡ୍ ସ୍ଥିତି ନେଇ ନିଜ ଆଡୁ ସଜ୍ଞାନ ନେଇଥିବା ସୁପ୍ରିମକୋର୍ଟ କହିଛନ୍ତି, ଏହି ପ୍ରସଙ୍ଗରେ ବିଭିନ୍ନ ହାଇକୋର୍ଟରେ…

ସମ୍ବଲପୁର ବିଶ୍ବବିଦ୍ୟାଳୟ ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ର ଆତ୍ମହୂତି ମାମଲା

ରାଜଭବନରୁ କୁଳପତିଙ୍କୁ ରିପୋର୍ଟ ତଲବ ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟର ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ର ଆତ୍ମହୂତି ମାମଲାକୁ ଇତିମଧ୍ୟରେ ସପ୍ତାହେ ବିତିଛି । ସେପଟେ ଏହି ମାମଲା ଦିନକୁ ଦିନ ଜଟିଳ ରୂପ ଧାରଣ କରିଛି । ସ୍ବର୍ଗତ ମିଶ୍ରଙ୍କ ପରିବାରକୁ ନ୍ୟାୟ ସହ କୁଳପତିଙ୍କ…

ରାଜ୍ୟରେ ଟେଷ୍ଟିଂ କମିଥିବା ଖବରକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ଅସ୍ୱୀକାର

ଭୁବନେଶ୍ୱର- ଦେଶରେ ମେ ମାସ ଦ୍ୱିତୀୟ ସପ୍ତାହ ବେଳକୁ କୋରୋନା ସଂକ୍ରମଣ ଶୀର୍ଷରେ ରହିପାରେ । ଆଇଆଇଟି କାନପୁର ଷ୍ଟଡି ଏହି ଅନୁମାନ କରିଛି ବୋଲି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି । ଏଥିପାଇଁ ସତର୍କ ରହିବାକୁ ହେବ ବୋଲି ସେ କହିଛନ୍ତି । ନିରଞ୍ଜନ କହିଛନ୍ତି ଯେ,…

କୋରୋନାରେ ଚାଲିଗଲେ ଓଡିଆ ଯାତ୍ରା ଜଗତର ଲୋକପ୍ରିୟ ହାସ୍ୟ ଅଭିନେତା ଜଗା ରାଉତ

ଭୁବନେଶ୍ୱର- ଓଡିଆ ଯାତ୍ରା ଜଗତର ଲୋକପ୍ରିୟ ହାସ୍ୟ ଅଭିନେତା ଜଗା ରାଉତଙ୍କ କୋରୋନାରେ ପରଲୋକ ହୋଇଯାଇଛି । ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ସେ ଚିକିତ୍ସିତ ହେଉଥିଲେ । ମୃତ୍ୟୁବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା । ପୁରୀ ଜିଲ୍ଲା ନିମାପଡାରେ ଜନ୍ମିତ ଜଗା ଦୀର୍ଘ ୬୨ ବର୍ଷ ଧରି ଯାତ୍ରା…

କେନ୍ଦ୍ରରୁ ଆସୁନି ଆବଶ୍ୟକ ସଂଖ୍ୟକ ରେମଡେସିଭିର ଇଂଜେକସନ୍ : ରାଜ୍ୟ ଡ୍ରଗ୍ସ ନିୟନ୍ତ୍ରକ

ଭୁବନେଶ୍ୱର-କୋରୋନା ଚିକିତ୍ସା ପାଇଁ ଉଦ୍ଦିଷ୍ଟ ରେମଡେସିଭିର ଇଂଜେକସନ୍‌ର ଅଭାବ ଦେଖାଦେଇଛି । ଏପ୍ରିଲ ଶେଷ ସପ୍ତାହରେ କେନ୍ଦ୍ର , ରାଜ୍ୟକୁ ୨୧ ହଜାର ଇଞ୍ଜେକସନ୍ ଦେବାର ଥିଲା । ଗତକାଲି ୨ ହଜାର ରେମଡେସିଭିର ଇଞ୍ଜେକସନ୍ । କିନ୍ତୁ ମାତ୍ର ୯୨ଟି ଇଞ୍ଜେକସନ କେନ୍ଦ୍ରରୁ ଆସିଥିଲା ବୋଲି…

୧୮ରୁ ୪୪ ବର୍ଷୀୟଙ୍କ ପାଇଁ ଟିକା ଆସିବାରେ ବିଳମ୍ବ, କାଲିଠାରୁ ପଂଜିକରଣ ହେଉଥିଲେ ବି ସ୍ଲଟ୍ ମିଳିବାରେ ହୋଇପାରେ ଡେରି

ଭୁବନେଶ୍ୱର- ୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଟିକା ଆସିବାରେ ବିଳମ୍ବ ହେବା ଆଶଙ୍କା ରହିଛି । ମେ ମଧ୍ୟଭାଗରେ ଭୁବନେଶ୍ୱରରେ ଦିଆଯାଉଥିବା କୋଭାକ୍ସିନ ଟିକା ଆସିପାରେ । ମେ ମାସରେ କୋଭିଶିଲ୍ଡ ଟିକା ପହଂଚିବା ସମ୍ଭାବନା କ୍ଷୀଣ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା…

ଆଜି ସକାଳ ସୁଦ୍ଧା ୮ଟି ରାଜ୍ୟକୁ ୯୦ ଟ୍ୟାଙ୍କର ଅକ୍ସିଜେନ ପଠାଇଛି ଓଡିଶା

ଭୁବନେଶ୍ୱର- ଆଜି ସକାଳ ସୁଦ୍ଧା ୮ଟି ରାଜ୍ୟକୁ ୯୦ ଟ୍ୟାଙ୍କର ଅକ୍ସିଜେନ୍ ଓଡିଶାରୁ ପଠାଯାଇଛି । ୫ ଦିନରେ ମୋଟ ୧ ହଜାର ୬୭୫ ଟନ୍ ତରଳ ଅକ୍ସିଜେନ ପଠାଯାଉଛି । ଗ୍ରୀନ୍ କରିଡରରେ ଅକ୍ସିଜେନ ଯୋଗାଣ ଜାରି ରହିଥିବା ପୋଲିସ ମୁଖ୍ୟାଳୟରୁ ସୂଚନା ମିଳିଛି । ଆନ୍ଧ୍ର ପ୍ରଦେଶକୁ ୩୦,…