ଓଡିଶାର ପ୍ରଶଂସାରେ ବିଜେପି ଅସହିଷ୍ଣୁ : ବିଜେଡି

ଭୁବନେଶ୍ୱର: ସାରା ଭାରତବର୍ଷକୁ ତରଳ ମେଡିକାଲ ଅକ୍ସିଜେନ ଯୋଗାଇ ଲୋକଙ୍କ ଜୀବନ ରକ୍ଷା କରୁଥିବା ଓଡିଶାକୁ ପ୍ରଶଂସାର ସୁଅ ଛୁଟୁଥିବାବେଳେ ରାଜ୍ୟ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ତାହାକୁ ସହ୍ୟ କରିପାରୁ ନାହାନ୍ତି । ଓଡିଶାର ଏଭଳି କାର୍ଯ୍ୟକୁ ପ୍ରଶଂସା କରିବା ବଦଳରେ ସେ ଅଭ୍ୟାସଗତ…

ଯାତ୍ରୀ ନ ହେବାରୁ ପୁରୀ-ପାରାଦୀପ ଓ ଭୁବନେଶ୍ୱର-ନୟାଗଡ ଟାଉନ ସ୍ୱତନ୍ତ୍ର ଟ୍ରେନ ବାତିଲ

ଭୁବନେଶ୍ୱର- ଯାତ୍ରୀ ନ ହେବାରୁ ପୁରୀ-ପାରାଦୀପ ଓ ଭୁବନେଶ୍ୱର-ନୟାଗଡ ଟାଉନ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ବାତିଲ ପାଇଁ ନିଷ୍ପତ୍ତି ନିଆଯାଇଛି । ୦୪୮୪୨୩ /୦୮୪୨୪ ଭୁବନେଶ୍ୱର-ନୟାଗଡ ଟାଉନ୍‌- ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍ ଭୁବନେଶ୍ୱରରୁ ଏପ୍ରିଲ ୨୭ ଓ ନୟାଗଡ ଟାଉନରୁ ଏପ୍ରିଲ ୨୮ ତାରିଖରୁ…

କୋଭିଡ ନିୟମ ଉଲ୍ଲଂଘନ ପାଇଁ ବ୍ରହ୍ମପୁରର ତିନିଟି କୋଚିଂ ସେଂଟର ସିଲ୍

ବ୍ରହ୍ମପୁର- କୋଭିଡ ନିୟମ ଉଲ୍ଲଂଘନ ପାଇଁ ବ୍ରହ୍ମପୁରର ତିନିଟି କୋଚିଂ ସେଂଟର ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ବ୍ରହ୍ମପୁର ମହାନଗର ନିଗମ-ବିଇଏମସି ଏନଫୋର୍ସମେଂଟ ସ୍କ୍ୱାଡ୍ ସହରର ତିନିଟି କୋଚିଂ ସେଂଟରକୁ ସିଲ୍ କରିଛି । ନିୟମ ଉଲ୍ଲଂଘନ କରି ଏସବୁ କୋଚିଂ ସେଂଟରରେ ଅଫଲାଇନ୍ କ୍ଲାସ…

କୋଭିଡ ମୁକାବିଲା : ଏମକେସିଜିରେ ଦ୍ୱିତୀୟ ଉତ୍ସର୍ଗୀକୃତ କୋଭିଡ ହସପିଟାଲ୍ କାର୍ଯ୍ୟକ୍ଷମ, ଆସ୍କା ସିଏଚସିରେ ରୋଗୀ ସେବା…

ବ୍ରହ୍ମପୁର – ଗଞ୍ଜାମ ଜିଲ୍ଲାରେ କୋରୋନାର ସାଂଘାତିକ ଦ୍ୱିତୀୟ ଲହର ମୁକାବିଲା ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି । ଏହି କ୍ରମରେ ଆଜି ଏମକେସିଜି ମେଡିକାଲ କଲେଜ ଓ ହସପିଟାଲରେ ଦ୍ୱିତୀୟ ଉତ୍ସର୍ଗୀକୃତ କୋଭିଡ୍ ହସପିଟାଲ୍ କାର୍ଯ୍ୟକ୍ଷମ ହୋଇଛି । ଏହି ଦ୍ୱିତୀୟ କୋଭିଡ ହସପିଟାଲରେ ୩୦୦ଟି ବେଡ୍…

କେନ୍ଦ୍ରର ଅବହେଳା ଯୋଗୁଁ ରାଜ୍ୟରେ ଅକ୍ସିଜେନ ପ୍ଲାଂଟ ପ୍ରତିଷ୍ଠା ବିଳମ୍ବିତ : ଡିଏମଇଟି ନିର୍ଦ୍ଦେଶକ

ଭୁବନେଶ୍ୱର- କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଅଧୀନସ୍ଥ ସେଂଟ୍ରାଲ ମେଡିକାଲ ସର୍ଭିସେସ ସୋସାଇଟି –ସିଏମଏସଏସର ଅବହେଳା ଯୋଗୁଁ ରାଜ୍ୟରେ ଅକ୍ସିଜେନ ପ୍ଲାଂଟ୍ ପ୍ରତିଷ୍ଠାରେ ବିଳମ୍ବ ହୋଇଛି । ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି ଏହି ସୂଚନା ଦେଇଛନ୍ତି । ପିଏମ…

କାଲିଠାରୁ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ନାମଲେଖା

ଭୁବନେଶ୍ୱର- କାଲିଠାରୁ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ଆରମ୍ଭ ହେବ ନାମଲେଖା । ମେ ୩୧ ସୁଦ୍ଧା ପ୍ରଥମରୁ ଦଶମ ଶ୍ରେଣୀ ଯାଏଁ ନାମ ଲେଖା ସାରିବାକୁ ସବୁ ଜିଲ୍ଲା ଶିକ୍ଷାଧିକାରୀ ଓ ପ୍ରକଳ୍ପ ସଂଯୋଜକଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସବୁ କାର୍ଯ୍ୟ ଦିବସରେ ସକାଳ ୭ଟାରୁ ୯ଟା ୩୦…

ନିର୍ବାଚନ କମିଶନ ବିରୋଧରେ ହତ୍ୟା ମାମଲା ରୁଜୁ ହେବା ଉଚିତ: ମାଡ୍ରାସ ହାଇକୋର୍ଟ

ଚେନ୍ନାଇ: ବିଧାନସଭା ନିର୍ବାଚନ ବେଳେ କୋଭିଡ୍ ପ୍ରୋଟୋକଲ ଉଲ୍ଲଂଘନ ନେଇ ମାଡ୍ରାସ ହାଇକୋର୍ଟ ସୋମବାର ନିର୍ବାଚନ କମିଶନଙ୍କୁ ଭର୍ତ୍ସନା କରିଛନ୍ତି । ଏପରିକି ମୁଖ୍ୟ ବିଚାରପତି କହିଛନ୍ତି ଯେ କରୋନାର ଦ୍ୱିତୀୟ ଲହରୀ ପାଇଁ ନିର୍ବାଚନ କମିଶନ ଦାୟୀ। ମେ ୨ ତାରିଖରେ ଭୋଟ୍ ଗଣନା ପାଇଁ କୋଭିଡ…