ଆଜିଠାରୁ ମେ ୧୫ ଯାଏଁ ପୁରୀ ଜିଲ୍ଲାର ସବୁ ଧର୍ମାନୁଷ୍ଠାନ ଉପରେ କଟକଣା, ଭକ୍ତଙ୍କ ପ୍ରବେଶ ମନା

ପୁରୀ - ପୁରୀ ଜିଲ୍ଲାର ସବୁ ଧର୍ମାନୁଷ୍ଠାନରେ ଆଜିଠାରୁ ଭକ୍ତଙ୍କ ପ୍ରବେଶ ବାରଣ କରାଯାଇଛି । ଆସନ୍ତାମାସ ୧୫ ତାରିଖ ଯାଏଁ ସମସ୍ତ ଧର୍ମାନୁଷ୍ଠାନ ଉପରେ କଟକଣା ଜାରି କରିଛି ଜିଲ୍ଲା ପ୍ରଶାସନ । ଏହି କଟକଣା ଶ୍ରୀମନ୍ଦିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିର ପାଇଁ ବି ଲାଗୁ ହେବ । କୋଭିଡ ସଂକ୍ରମଣ…

କୋରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ବ୍ୟାଙ୍କଗୁଡିକର ଗ୍ରାହକ ସେବା ସମୟରେ ପରିବର୍ତ୍ତନ, ସକାଳ ୧୦ରୁ ଦିନ ୨ଟା ଯାଏଁ…

ଭୁବନେଶ୍ୱର- ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ବ୍ୟାଙ୍କଗୁଡିକ ଗ୍ରାହକ ସେବା ସମୟରେ ପରିବର୍ତ୍ତନ କରିଛନ୍ତି । ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶକ୍ରମେ ଆଜିଠାରୁ ବ୍ୟାଙ୍କଗୁଡିକ ସକାଳ ୧୦ଟାରୁ ଅପରାହ୍ନ ୨ଟା ଯାଏଁ ଗ୍ରାହକ ସେବା ଯୋଗାଇବେ । ରାଜ୍ୟସ୍ତରୀୟ ବ୍ୟାଙ୍କସମୂହ…

ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ କଂଗ୍ରେସର ବିଶ୍ୱକେଶନ

ପିପିଲି - ପିପିଲି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ୧୦ ଜଣ ସମର୍ଥକଙ୍କ ସହ ଯାଇ ପୁରୀ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । କୋରୋନାରେ ପ୍ରାଣ…

ପଛିମ୍ ଉଡିଶା କେ ନବୀନକଁର୍ ଖାସ୍ ନଜର୍

କରୋନା ମୁକାବିଲା ଲାଗିଁ ୫ ଜିଲାକେ ପଠାଲେ ୧୭ ଅଫିସର୍ ସମ୍ବଲପୁର: ପଛିମ୍ ଉଡିଶା ଲାଗିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫେର୍ ଘାଏ ତାକର୍ ଦରଦ୍ ଦେଖେଇଛନ୍ । ଇ ଫାଲେଁ ଇହାଦେ କରୋନା ବେମାର୍ କେତନି କେତେ ଫଏଲିଲା ବେଲକେ ସରକାର୍ ଇତାର୍ ମୁକାବିଲା ଲାଗିଁ ଫେର୍ ସବୁ ବଫୁ କଷି ଦେଲେନ ।…

ଚାରି ଦିନରେ ୭ ରାଜ୍ୟକୁ ୧୨୬୭ ଟନ୍ ଅକ୍ସିଜେନ୍ ଯୋଗାଇଛି ଓଡିଶା, ଆନ୍ଧ୍ରକୁ ସର୍ବାଧିକ ୪୫୮ ମେଟ୍ରିକ ଟନ୍

ଭୁବନେଶ୍ୱର-ଚାରି ଦିନରେ ୭ଟି ରାଜ୍ୟକୁ ୧ ହଜାର ୨୬୭ ଟନ୍ ଅକ୍ସିଜେନ୍ ଯୋଗାଇଛି ଓଡିଶା । ଅକ୍ସିଜେନ ଯୋଗାଣ କମିଟିର ନୋଡାଲ୍ ଅଫିସର ଯଶବନ୍ତ ଜେଠୱା ଏହି ସୂଚନା ଦେଇଛନ୍ତି । ଆନ୍ଧ୍ର ପ୍ରଦେଶକୁ ସର୍ବାଧିକ ୪୫୮ ମେଟ୍ରିକ ଟନ୍ ଅକ୍ସିଜେନ୍ ଯୋଗାଯାଇଛି । କୋଭିଡ ଔଷଧ କଳାବଜାରୀ ନେଇ ଜେଠୱା…

୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଟିକା, ପଞ୍ଜୀକରଣ ପରେ ମହଜୁଦ ଟିକାକୁ ଦେଖି ହିଁ ସ୍ଲଟ୍ ବୁକ୍ କରାଯିବ

ଭୁବନେଶ୍ୱର- ମେ ପହିଲାରୁ ରାଜ୍ୟରେ ୧୮ରୁ ୪୪ ବର୍ଷ ବୟସ୍କଙ୍କ କୋଭିଡ ଟିକାକରଣ ଆରମ୍ଭ ହେବ । ଏଥିପାଇଁ ଆସନ୍ତା ୨୮ ତାରିଖରୁ ଅନଲାଇନ୍ ପଂଜୀକରଣ ଆରମ୍ଭ ହେବ । ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ କୁମାର ପାଣିଗ୍ରାହୀ କହିଛନ୍ତି ଯେ, ରାଜ୍ୟରେ ମହଜୁଦ ଥିବା ୫ .୭୫ ଲକ୍ଷ ଟିକା ଆଉ ୪…

ରାଜ୍ୟରେ ଏବେ ବି ୭୦ ପ୍ରତିଶତ ବେଡ୍ ଖାଲି : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- ରାଜ୍ୟରେ କୋରୋନା ସ୍ଥିତିକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ, ଦୁଇ ତିନିଟି ଜିଲ୍ଲାକୁ ମିଶାଇ ଗୋଟିଏ ଗୋଟିଏ କ୍ଲଷ୍ଟର କରାଯାଇଛି । ଯେଉଁ ଜିଲ୍ଲାରେ ହସପିଟାଲରେ ବେଡ୍ ଭର୍ତ୍ତି ହୋଇଯାଉଛି, ଅନ୍ୟ ଜିଲ୍ଲାକୁ ରୋଗୀ ପଠାଯାଉଛି । ରାଜ୍ୟରେ ଏବେ ବି ୭୦…

୯୩ତମ ଓସ୍କାର ପୁରସ୍କାର: ‘ନୋମାଡଲ୍ୟାଣ୍ଡ୍‌’ ଶ୍ରେଷ୍ଠ ଫିଲ୍ମ, ଆନ୍ଥୋନି ହପକିନ୍ସ ଶ୍ରେଷ୍ଠ ଅଭିନେତା, କ୍ଲୋ ଝାଓ…

ଲସ ଆଞ୍ଜେଲସ: ଚଳିତ ବର୍ଷର ଓସ୍କାର ପୁରସ୍କାର ଘୋଷଣା କରାଯାଇଛି । କରୋନା ମହାମାରୀ ଯୋଗୁଁ ଦୁଇମାସ ବିଳମ୍ବରେ ଅନୁଷ୍ଠିତ ୯୩ତମ ଓସ୍କାର ପୁରସ୍କାର ଉତ୍ସବରେ ‘ନୋମାଡଲ୍ୟାଣ୍ଡ୍‌’ ତିିନୋଟି ପ୍ରମୁଖ ବର୍ଗରେ ବାଜି ମାରିଛି । ‘ନୋମାଡଲ୍ୟାଣ୍ଡ୍‌’ ଶ୍ରେଷ୍ଠ ଫିଲ୍ମ ସହ ଶ୍ରେଷ୍ଠ ଅଭିନେତ୍ରୀ ଓ…

କୁମ୍ଭମେଳାରୁ ଫେରିଥିବା ପୁରୀର ୫ ସେବାୟତ କୋଭିଡ ପଜିିଟିଭ

ପୁରୀ – କୁମ୍ଭମେଳାରୁ ଫେରିଥିବା ପୁରୀର ୫ ଜଣ ସେବାୟତ କୋଭିଡ ପଜିଟିଭ ହୋଇଛନ୍ତି । ଜିଲ୍ଲାର ୧୨୭ କୁମ୍ଭମେଳା ଫେରନ୍ତାଙ୍କ ମଧ୍ୟରେ ୩୬ ସେବାୟତ ଅଛନ୍ତି । ଶ୍ରୀମନ୍ଦିର ପ୍ରଶାସନର କୋଭିଡ ଟେଷ୍ଟରେ ଆଉ ୪୭ ସେବାୟତ ପଜିଟିଭ ଚିହ୍ନଟ ହୋଇଛନ୍ତି । ଶ୍ରୀମନ୍ଦିର ପ୍ରଶାସନର ୩୪ ଜଣ କର୍ମଚାରୀ ବି…