ଉତ୍ତରପ୍ରଦେଶ ଅଲିଗଡରେ ଅମ୍ଳଜାନ ଅଭାବରୁ ପାଞ୍ଚ କରୋନା ରୋଗୀଙ୍କ ମୃତ୍ୟୁ
ଅଲିଗଡ: ଅମ୍ଳଜାନ ଅଭାବ ଯୋଗୁ ଉତ୍ତରପ୍ରଦେଶର ଅଲିଗଡର ଏକ ଘରୋଇ ହସ୍ପିଟାଲରେ ପାଞ୍ଚ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି ।
ପୋଲିସର ସୂଚନାନୁସାରେ ବୁଧବାର ଏଠାରେ ଥିବା ଗାନ୍ଧୀ ପାର୍କ ଅଞ୍ଚଳର ନୌରଙ୍ଗାବାଦ ଅଞ୍ଚଳରେ ଏହି ଘଟଣା ଘଟିଛି। ତେବେ ହସ୍ପିଟାଲର ମାଲିକ ଡ.ସଞ୍ଜୀବ ଶର୍ମା ଏହି…