ସୁନ୍ଦରଗଡ଼ରେ ଟେଲି କନସଲଟେନସନ୍ ସେବା ‘ଇ-ସଂଜୀବନୀ’

କୋଭିଡ୍ ସମୟରେ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ରୋଗୀମାନେ ପାଇ ପାରିବେ ବଡ଼ ଡାକ୍ତରଖାନାର ବିଶେଷଜ୍ଞଙ୍କ ପରାମର୍ଶ ସୁନ୍ଦରଗଡ଼: କୋଭିଡ୍ ସମୟରେ ରୋଗୀମାନେ ଦୂର ଦୂରାନ୍ତକୁ ନଯାଇ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ରହି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଶେଷଜ୍ଞ ଡାକ୍ତରମାନଙ୍କଠାରୁ…

ଦୈନିକ ସଂକ୍ରମଣରେ ବିଶ୍ୱର ସବୁ ରେକର୍ଡ ଭାଙ୍ଗିଲା ଭାରତ, ଦିନକରେ ୩.୧୪ ଲକ୍ଷ ମାମଲା, ୨୧୦୪ ମୃତ

ନୂଆଦିଲ୍ଲୀ - କରୋନା ସଂକ୍ରମଣରେ ବିଶ୍ୱର ସବୁ ରେକର୍ଡ ଭାଙ୍ଗିଛି ଭାରତ । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୩୧୪,୮୩୫ ନୂଆ ମାମଲା ଆସିଛି । ଯାହା କି ବିଶ୍ୱର ଯେକୌଣସି ଦେଶରେ ସର୍ବାଧିକ । ମୃତ୍ୟୁସଂଖ୍ୟାରେ ବି ରେକର୍ଡ ବୃଦ୍ଧି ଘଟିଛି । ଦିନକରେ ଆଉ ୨୧୦୪ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।…

କରୋନାରେ ଚାଲିଗଲେ ବରିଷ୍ଠ କଂଗ୍ରେସ ନେତା ଏ.କେ ୱାଲିଆ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଏ.କେ ୱାଲିଆଙ୍କର ଆଜି ସକାଳେ ଦେହାନ୍ତ ହୋଇଛି। ଓ୍ବାଲିଆ କରୋନାରେ ସଂକ୍ରମିତ ହୋଇଥିଲେ | ସେ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ୱାଲିଆ ଦିଲ୍ଲୀର ଶୀଲା ଦୀକ୍ଷିତ ସରକାରରେ ସ୍ୱାସ୍ଥ୍ୟମନ୍ତ୍ରୀ ଥିଲେ। କରୋନା…

କରୋନାରେ ସିପିଏମ୍ ନେତା ସୀତାରାମ ୟେଚୁରୀଙ୍କ ପୁଅଙ୍କ ମୃତ୍ୟୁ

ଗୁରୁଗ୍ରାମ: ବରିଷ୍ଠ ସିପିଏମ୍ ନେତା ସୀତାରାମ ୟେଚୁରୀଙ୍କ ବଡ ପୁଅ ଆଶିଷ ୟେଚୁରୀଙ୍କର ଆଜି ସକାଳେ କରୋନାରେ ମୃତ୍ୟୁ ହୋଇଯାଇଛି । ୟେଚୁରୀ ଟ୍ବିଟ୍ କରି ଏହି ଦୁଃଖଦ ସୂଚନା ଦେଇଛନ୍ତି । ଆଶିଷ ଗତ କିଛି ଦିନ ତଳେ କରୋନା ସଂକ୍ରମିତ ହୋଇଥିଲ । ସେ ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ…

ରାଜ୍ୟରେ କୋରୋନାର ଦୈନିକ ସଂକ୍ରମଣରେ ରେକର୍ଡ, ଦିନକରେ ୬୧୬୪ ପଜିଟିଭ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧି ୧୧୩୨

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ରେକର୍ଡ ୬ ହଜାର ୧୬୪ଟି କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୩ ହଜାର ୫୭୫ ଓ ସ୍ଥାନୀୟ ଅଂଚଳରୁ ୨ ହଜାର ୫୮୯ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ଦୈନିକ ସଂକ୍ରମଣ ସଂଖ୍ୟା ହଜାରେ ଟପିଛି । ଗତ ୨୪ ଘଂଟାରେ ଜିଲ୍ଲାରୁ ସର୍ବାଧିକ ୧…

ବିବାହ ବନ୍ଧନରେ ଜଳକନ୍ୟା ସୋନି

କନ୍ୟାଦାନ କଲେ ବିଧାୟକ କିଶୋର ମହାନ୍ତି ଝାରସୁଗୁଡା: ଶେଷରେ ଜଳକନ୍ୟା ସୋନି ହାତକୁ ଦୁଇହାତ ହେଇଛି । ବିବାହ ବନ୍ଧନରେ ଆବଦ୍ଧ ହୋଇଛି ଏହି ଚର୍ଚିତ ଯୁବତୀ । ଦୀର୍ଘ ୫ବର୍ଷ ତଳେ ମହାନଦୀର ପ୍ରଖର ସ୍ରୋତରେ ଛତିଶଗଡରୁ ଭାସି ଆସିଥିବା ସୋନିର ବିବାହ ପାଇଁ ଝାରସୁଗୁଡା ଜିଲ୍ଲାର କୁଶମେଲ ଗାଁ…

Newsroom: Morning Headlines

Gajapati Admin Carries Out IEC Activities in Micro Containment Zone at Amara Village No Public to Be Allowed to Visit Temples till May 15 in Ganjam Students From Across The State Thank Naveen For Cancelling 10th Examinations…