ଆଇପିଏଲ୍‌: ଶେଷରେ ବିଜୟ ଖାତା ଖୋଲିଲା ହାଇଦ୍ରାବାଦ

ଚେନ୍ନାଇ: ଜିତିବା ସ୍ଥିତିରୁ କ୍ରମାଗତ ତିନୋଟି ମ୍ୟାଚ୍ ହାରିବା ପରେ ସନରାଇଜର୍ସ ହାଇଦ୍ରାବାଦ ଶେଷରେ ବିଜୟ ଖାତା ଖୋଲିଛି । ଦ୍ରୁତ ବୋଲର ଖଲିଲ ଅହମ୍ମଦଙ୍କ ଶାଣିତ ବୋଲିଂ ଏବଂ ଜନି ବେୟାରଷ୍ଟୋଙ୍କ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ବୁଧବାର ଖେଳାଯାଇଥିବା ମ୍ୟାଚରେ ହାଇଦ୍ରାବାଦ ୯ ୱିକେଟରେ…

ନେହରୁ ନୁହଁ, ମୋଦି ହେଉଛନ୍ତି ଦେଶର ପ୍ରଧାନମନ୍ତ୍ରୀ, ଅନ୍ୟକୁ ଦୋଷ ନ ଦେଇ ଲୋକଙ୍କୁ ବଞ୍ଚାନ୍ତୁ: ପ୍ରିୟଙ୍କା

ନୂଆଦିଲ୍ଲୀ - ଦେଶରେ କୋଭିଡ୍ ସ୍ଥିତି ନେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ କେନ୍ଦ୍ର ଉପରେ ସିଧାସଳଖ ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ ଏବେ ପଣ୍ଡିତ ଜବାହାରଲାଲ ନେହେରୁ ନୁହଁନ୍ତି, ବରଂ ନରେନ୍ଦ୍ର ମୋଦି ହେଉଛନ୍ତି ଦେଶର ପ୍ରଧାନମନ୍ତ୍ରୀ । ଏବଂ ସେ ପ୍ରଧାନମନ୍ତ୍ରୀ ଭାବେ ଭାରତୀୟ…

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ କରୋନା ପଜିଟିଭ୍

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ କରୋନା ସଂକ୍ରମିତ ହୋଇଛନ୍ତି। ସେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ନିଶଙ୍କ କହିଛନ୍ତି, ମୁଁ ଆପଣଙ୍କୁ ଜଣାଇବାକୁ ଚାହୁଁଛି ଯେ ମୋର କରୋନା ରିପୋର୍ଟ ପଜିଟିଭ୍ ଆସିଛି । ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସା ଚାଲିଛି। ନିକଟରେ…

ସ୍ପଷ୍ଟ କଲେ ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ, ରାଜ୍ୟରେ ଲାଗିବନି ସମ୍ପୂର୍ଣ୍ଣ ଲକଡାଉନ୍

ମୁମ୍ବାଇ: ମହାରାଷ୍ଟ୍ରରେ ସମ୍ପୂର୍ଣ୍ଣ ଲକଡାଉନ୍ ନେଇ ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ୍ ନେଇ ସରକାରଙ୍କର କୌଣସି ଯୋଜନା ନାହିଁ ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ସ୍ପଷ୍ଟ କରିଛନ୍ତି । ରାଜ୍ୟରେ ସାଧାରଣ ପରିବହନକୁ ମଧ୍ୟ…

ପ୍ରବାସୀଙ୍କ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ, ପ୍ରଥମେ ଜିଲ୍ଲା ପରିଷଦ ଜୋନରେ କ୍ୱାରେଂଟାଇନ ସେଂଟର : ଶ୍ରମ ମନ୍ତ୍ରୀ

ଭୁବନେଶ୍ୱର- ଦେଶର ଅନେକ ରାଜ୍ୟରେ ଲକଡାଉନ ଜାରି ହୋଇଥିବାରୁ ପ୍ରବାସୀ ଶ୍ରମିକ ଓଡିଶା ଫେରିବା ଆରମ୍ଭ କଲେଣି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସେମାନଙ୍କ ପାଇଁ କ୍ୱାରେଂଟାଇନ ସେଂଟର ବ୍ୟବସ୍ଥା କରାଯାଉଥିବା ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ,…

ନାଶିକ: ଅକ୍ସିଜେନ ଲିକ୍ ଯୋଗୁଁ ୨୨ ରୋଗୀଙ୍କ ମୃତ୍ୟୁ

ନାଶିକ: ମହାରାଷ୍ଟ୍ରର ନାଶିକର ଜାକିର ହୁସେନ୍ ହସ୍ପିଟାଲରେ ଅକ୍ସିଜେନ ଟ୍ୟାଙ୍କ୍ ଲିକ୍ କାରଣରୁ ୨୨ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି ‌। ନାଶିକ୍ ଜିଲ୍ଲା ଅଧିକାରୀ ଏହା ସ୍ପଷ୍ଟ କରିଛନ୍ତି। ଏହାପୂର୍ବରୁ ମହାରାଷ୍ଟ୍ର ଏଫଡିଏ ମନ୍ତ୍ରୀ ରାଜେନ୍ଦ୍ର ଶିଙ୍ଗନ କହିଥିଲେ ଯେ ଅକ୍ସିଜେନ ଲିକ୍ ଯୋଗୁଁ ୧୧…

ଗଞ୍ଜାମ ଜିଲ୍ଲାର ବିଭିନ୍ନ ଧର୍ମପୀଠ ଓ ପର୍ଯ୍ୟଟନ ସ୍ଥଳୀରେ ସର୍ବସାଧାରଣ କଟକଣା ଆସନ୍ତାମାସ ୧୫ ତାରିଖ ଯାଏଁ ବୃଦ୍ଧି

ବ୍ରହ୍ମପୁର –କୋରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ଏହି ମାସ ୧୪ ତାରିଖରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଧର୍ମାନୁଷ୍ଠାନ ଓ ପର୍ଯ୍ୟଟନ ସ୍ଥଳରେ ଜାରି କରାଯାଇଥିବା କଟକଣାକୁ ଆସନ୍ତାମାସ ୧୫ ତାରିଖ ଯାଏଁ ବୃଦ୍ଧି କରିଛନ୍ତି ଜିଲ୍ଲା ପ୍ରଶାସନ । ଏ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ…