ଲକ୍ଡାଉନ୍କୁ ଶେଷ ବିକଳ୍ପ ଭାବେ ବ୍ୟବହାର କରିବାକୁ ରାଜ୍ୟମାନଙ୍କୁ ମୋଦିଙ୍କ ପରାମର୍ଶ
ନୂଆଦିଲ୍ଲୀ – ଦେଶରେ କରୋନା ସ୍ଥିତି ଅଣାୟତ୍ତ ହୋଇପଡିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । କରୋନା ବିରୋଧୀ ଲଢ଼େଇରେ ଲକ୍ଡାଉନ୍ କେବଳ ଶେଷ ଅସ୍ତ୍ର ତଥା ବିକଳ୍ପ ହେବା ଉଚିତ । ଲକଡାଉନ୍ ପରିବର୍ତ୍ତେ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ…