କେନ୍ଦ୍ର ସରକାରଙ୍କ ଟୀକାକରଣ ରଣନୀତି ଭେଦଭାବପୂର୍ଣ୍ଣ: ରାହୁଲ୍
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଟୀକାକରଣ ରଣନୀତି ଭେଦଭାବପୂର୍ଣ୍ଣ ବୋଲି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଙ୍ଗଳବାର ଅଭିଯୋଗ କରିଛନ୍ତି ।
ସେ କହିଛନ୍ତି ଯେ ଦୁର୍ବଳ ବର୍ଗର ଲୋକଙ୍କ ଟୀକାକରଣର ପାଇଁ କେନ୍ଦ୍ର କୌଣସି ଗ୍ୟାରେଣ୍ଟି ଦେଇନାହିଁ। ସେ ଟୁଇଟ୍ କରି କହିଛନ୍ତି ଯେ…