ଭୂମିହୀନ ଚାଷୀଙ୍କ ଖୁସି-ନିର୍ମାତା – ନବୀନ

ଦୁନିଆ, ଦେଶ, ପ୍ରଦେଶ ସମକ୍ଷରେ ଆଜି ମହାମାରୀର ବିପତ୍ତି। କରୋନା କାରଣରୁ ପ୍ରତ୍ୟେକ ପରିସରରେ - ଆମ ଦେଶ କୁହନ୍ତୁ ଅବା ଆମ ରାଜ୍ୟ - ଊଣା ଅଧିକେ ସମସ୍ତଙ୍କ ରୋଜଗାର ତଥା ଆୟର ପନ୍ଥା ପ୍ରଭାବିତ ହୋଇଛି। ଆମ ରାଜ୍ୟ ପ୍ରସଙ୍ଗରେ କହିଲେ ସବୁଠୁ କଠିନ ସଙ୍କଟ ଭୋଗିଥିଲେ ରାଜ୍ୟର ପ୍ରାୟ ୧୮ ଲକ୍ଷ…

ବିପର୍ଯ୍ୟୟ ଆଗରେ ହିମାଳୟ ଭଳି ମଜବୁତ ନବୀନ

୧୯୯୯ ମହାବାତ୍ୟା କଥା ଭାବିଲେ ଏବେ ବି ଲୋମ ଟାଙ୍କୁରି ଉଠେ। ପ୍ରକୃତିର କୋପ ଆଗରେ ସମ୍ପୂର୍ଣ୍ଣ ଅସହାୟ ହୋଇ ପଡ଼ିଥିଲା ଓଡ଼ିଶା। ଜୀବନ ହରାଇଥିଲେ ୧୦ ହଜାରରୁ ଅଧିକ ଓଡ଼ିଆ। ଅନେକ ଛୁଆ ଅନାଥ ହୋଇଯାଇଥିଲେ ତ ଅନେକ ବାପା ମାଆ ନିଜ ସନ୍ତାନଙ୍କୁ ସବୁଦିନ ପାଇଁ ହରାଇଥିଲେ। ବଦଳି ଯାଇଥିଲା ଅନେକ…

ଗଣମାଧ୍ୟମ ପ୍ରତି ସମ୍ବେଦନଶୀଳ ନବୀନ ସରକାର

ବିଶ୍ୱରେ ବର୍ଷକୁ ବର୍ଷ ଗଣମାଧ୍ୟମ ପ୍ରତି ବିପଦ ବୃଦ୍ଧି ପାଇ ଚାଲିଛି । ଏକ ବିଶ୍ବସ୍ତରୀୟ ଆକଳନ ଅନୁସାରେ ବିଶ୍ୱର ବିଭିନ୍ନ ଦେଶ ସେ ଚାଇନା କିମ୍ବା ଉତ୍ତର କୋରିଆ ଭଳି ଏକଛତ୍ରବାଦ ରାଷ୍ଟ୍ର ହେଉ ବା ଆମେରିକା ଭଳି ବିକଶିତ ଆଧୁନିକ ଦେଶ, ଆତଙ୍କବାଦ ଓ ଦାରିଦ୍ର୍ୟ ସହ ସଂଘର୍ଷ କରୁଥିବା…

ନବୀନଙ୍କ ମାନବବାଦ ମଧୁବାବୁଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି

ଉତ୍କଳର ପବିତ୍ର ମାଟି ତାର କୋଳରେ ଅନେକ ମହାମନିଷୀଙ୍କୁ ଜନ୍ମ ଦେଇସାରିଛି । ସେମାନଙ୍କ ଦୀପ୍ତିମନ୍ତ ଉଜ୍ଜଳ ନକ୍ଷତ୍ରସମ ପ୍ରତିଭା ଭୂଗୋଳର ପ୍ରତିଟି କୋଣକୁ ଉଦ୍ଭାସିତ କରିଆସିଛି । ଆଉ ଏ ମାଟିକୁ ଶତ ବୃନ୍ଦାବନ ପରି ପବିତ୍ର କରି ତୋଳିବା ସହିତ ମାନବବାଦର ଶୀର୍ଷ ବାର୍ତ୍ତା ଦେଇଆସୁଛି । ଏ…

ମୋ ଓଡ଼ିଶା ନିରାପଦ ରହୁ : ନବୀନ ପଟ୍ଟନାୟକ

କରୋନା ମହାମାରୀ ଅନେକଙ୍କ ପାଇଁ ବେଶ୍ ଯନ୍ତ୍ରଣା ଆଣି ଦେଇଛି। ଅନେକଙ୍କୁ ନିଜ ଲୋକଙ୍କ ଠାରୁ ସବୁଦିନ ପାଇଁ ଦୂରେଇ ଦେଇଛି। ଅବସ୍ଥା ଏମିତି ହୋଇଛି ଯେ ଏକାକୀ କଷ୍ଟ ଭୋଗି ସଙ୍ଗରୋଧରେ ରହି ଲୋକ ଦିନ ରାତି କାଟୁଥିବା ବେଳେ ପାଖରେ କେହି ଠିଆ ହୋଇପାରି ନାହାନ୍ତି କି ସହାୟତାର ହାତ ବଢ଼ାଇବାକୁ…

Naveen : A Friend In Need

Bhubaneswar: At a time when the country is breaking new records for Covid-19 infections and a pall of gloom descending on the healthcare scenario, there are some positive vibes that are breathing fresh energy into the situation and…