Browsing Tag

CM Naveen Patnaik

ଏମଏସଏମଇ ବିଭାଗ ପକ୍ଷରୁ ୧୧ଟି ଅନଲାଇନ ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଲୋକଙ୍କ ସୁବିଧା ପାଇଁ ଏମଏସଏମଇ ବିଭାଗ ପକ୍ଷରୁ ୧୧ଟି ଅନଲାଇନ ସେବାର ଶୁଭାରମ୍ଭ ହେବାକୁ ଯାଉଛି । ୫-ଟି ଅଧୀନରେ ଏସବୁ ଅନଲାଇନ ସେବା ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅନଲାଇନ ସେବାଗୁଡିକୁ ସଂଧ୍ୟା ସାଢେ ୫ଟାରେ ଲୋକାର୍ପିତ କରିବେ ।

ଛଟ୍ ପର୍ବ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର- ପବିତ୍ର ଛଟ୍ ପର୍ବ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ଭଗବାନ ସୂର୍ଯ୍ୟ ସମସ୍ତଙ୍କୁ ସୁଖ, ଶାନ୍ତି ଓ ସମୃଦ୍ଧି ଏବଂ ଭଲ ସ୍ୱାସ୍ଥ୍ୟର ଆଶୀର୍ବାଦ ଦିଅନ୍ତୁ ବୋଲି ନବୀନ କହିଛନ୍ତି । କୋଭିଡ-୧୯ ମହାମାରୀକୁ ହରାଇବା ପାଇଁ ସୂର୍ଯ୍ୟଦେବତା ସମସ୍ତଙ୍କୁ…

ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ : ହୃଦରୋଗରେ ପୀଡିତ ଗରିବ ଶିଶୁଙ୍କ ମାଗଣା ଚିକିତ୍ସା ଲାଗି ପିଏମଏସଆରଏଫ୍ ସହ ଏମଓୟୁ…

ଭୁବନେଶ୍ୱର- ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ବଡ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ହୃଦରୋଗରେ ପୀଡିତ ଗରିବ ଶିଶୁଙ୍କ ମାଗଣା ଚିକିତ୍ସା ଲାଗି ନବୀନ ସରକାର ପ୍ରଶାନ୍ତି ମେଡିକାଲ ସର୍ଭିସେସ୍ ଆଣ୍ଡ୍ ରିସର୍ଚ୍ଚ ଫାଉଣ୍ଡେସନ -ପିଏମଏସଆରଏଫ୍ ସହ ବୁଝାମଣା ପତ୍ର ସ୍ୱାକ୍ଷର କରିଛନ୍ତି ।…

ସ୍ୱାସ୍ଥ୍ୟକର୍ମୀ, ଗର୍ଭବତୀ ଓ ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ କୋଭିଡ ଟିକା ପ୍ରଦାନରେ ମିଳିବ ଅଗ୍ରାଧିକାର :…

ଭୁବନେଶ୍ୱର- ରାଜ୍ୟରେ କୋଭିଡ ସ୍ଥିତିର ସମୀକ୍ଷା କଲା ପରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟକୁ ଆସିବାକୁ ଥିବା କୋଭିଡ ଟିକା ବଂଟନରେ ସ୍ୱାସ୍ଥ୍ୟକର୍ମୀ, ଗର୍ଭବତୀ, ବରିଷ୍ଠ ନାଗରିକ ( ୬୦ ବର୍ଷରୁ ଅଧିକ ବ୍ୟକ୍ତି )ଙ୍କୁ ପ୍ରାଥମିକତା ଦିଆଯିବ ।…