Browsing Tag

CM Naveen Patnaik

ଆଜି ଆକାଶାମାର୍ଗରୁ ବନ୍ୟାଚଂଳ ଦେଖିବେ ମୁଖ୍ୟମନ୍ତ୍ରୀ, ସେପଟେ କାଲିଠାରୁ ପୁଣି ରାଜ୍ୟରେ ବର୍ଷା, ୯ଟି ଜିଲ୍ଲାକୁ ୟେଲୋ…

ଭୁବନେଶ୍ୱର : ଲଘୁଚାପ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛି । ଉପକୂଳ ଜିଲ୍ଲାଗୁଡିକ ବନ୍ୟା ପ୍ରକୋପ ସହିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶମାର୍ଗରୁ ବନ୍ୟାଂଚଳ ପରିଦର୍ଶନ କରିବେ । ରାଜ୍ୟରେ ବନ୍ୟା ପରିସ୍ଥିତିରେ ଉନ୍ନତି ଆସିଛି ବୋଲି ମୁଖ୍ୟ ଶାସନ…

ନବୀନ ପଟ୍ଟନାୟକ : ସ୍ନେହ ଓ କରୁଣାର ପ୍ରତୀକ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଯୁବକଙ୍କ କଲ୍ୟାଣ ଓ ଉନ୍ନତି ସର୍ବଦା ପ୍ରାଥମିକତା ରହିଆସିଛି । ଓଡିଶା ସରକାରଙ୍କ ସମସ୍ତ ଯୋଜନା ଓ କାର୍ଯ୍ୟକ୍ରମରେ ନବୀନଙ୍କ ଯୁବପ୍ରୀତିର ପ୍ରତିଫଳନ ଦେଖିବାକୁ ମିଳେ । ଯୁବ ପୀଢିଙ୍କ ପାଇଁ ସବୁବେଳେ ଚିନ୍ତା କରିଥାନ୍ତି…

ବିଜେଡି ବିଧାୟକଙ୍କୁ ପାର୍ଟି ସୁପ୍ରିମୋ ନବୀନଙ୍କ ସମ୍ବୋଧନ : ନିଟ୍ ଓ ଜେଇଇ ପରୀକ୍ଷା ପାଇଁ ପିଲାଙ୍କୁ ସହଯୋଗ କରିବା…

ଭୁବନେଶ୍ୱର : ଶାସକ ବିଜେଡି ବିଧାୟକମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମ୍ବୋଧନ କରିଛନ୍ତି । ସମ୍ବୋଧନରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟରେ ହେବାକୁ ଥିବା ଜେଇଇ ଓ ନିଟ ପରୀକ୍ଷା ସଂପର୍କରେ ଉଲ୍ଲେଖ କରି କହିଛନ୍ତି ଯେ, ସବୁ ପିଲା ଆମ ପରିବାରର । ଏହି କଠିନ ସମୟରେ…

ଜୟନ୍ତୀ ଓ ଦୀପଙ୍କୁ ଦିଆଗଲା ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର , ରାଜ୍ୟ ହେବ ବିଶ୍ୱ କ୍ରୀଡାର କେନ୍ଦ୍ର :…

ଭୁବନେଶ୍ୱର : ଜାତୀୟ କ୍ରୀଡା ଦିବସ ଅବସରରେ ପ୍ରଦାନ କରାଯାଇଛି ସମ୍ମାନଜନକ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ୨୦୧୯ ପାଇଁ ପୁରସ୍କାର ପ୍ରଦାନ କରିଛନ୍ତି । ପାରା ଆଥଲେଟ୍ ଜୟନ୍ତୀ ବେହେରା ଓ ହକି ଖେଳାଳି ଦୀପ ଗ୍ରେସ…