Browsing Tag

CM Naveen Patnaik

ଓଡିଶା ସରକାରଙ୍କ ବଡ ଘୋଷଣା : ଜେଇଇ, ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ମାଗଣା ପରିବହନ ଓ ରହଣି ପାଇଁ ହେବ ସବୁ…

ଭୁବନେଶ୍ୱର : କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପରୀକ୍ଷାର୍ଥୀଙ୍କ ପାଇଁ ଏକ ଗୁରୁତ୍ୱପୂଣ୍ଣ ର୍ ଘୋଷଣା କରିଛନ୍ତି । ଜେଇଇ ଓ ନିଟ୍ ପରୀକ୍ଷାର୍ଥୀ ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ୭ଟି ସହରରେ ହେବ ଜେଇଇ ପରୀକ୍ଷା । ପରୀକ୍ଷା କେନ୍ଦ୍ରଠାରୁ…

ରାଜ୍ୟ ସରକାରଙ୍କ ଆଇଏଲଏମଏସ୍ ଓ କୋଭିଡ ଡାସବୋର୍ଡକୁ ସମ୍ମାନଜନକ ଟେକ୍ ସଭା ସମ୍ମାନ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କୁ ମିଳିଛି ଦୁଇଟି ଟେକ୍‌ସଭା ପୁରସ୍କାର । ରାଜ୍ୟ ସରକାରଙ୍କ ଇଂଟିଗ୍ରେଟେଡ୍ ଲିଗାଲ ମନିଟରିଂ ସିଷ୍ଟମ -ଆଇଏଲଏମଏସ ଓ କୋଭିଡ ଡାସବୋର୍ଡକୁ ମିଳିଛି ଏହି ସମ୍ମାନଜନକ ପୁରସ୍କାର । ଆଇଏଲଏମଏସ୍ ଏଂଟରପ୍ରାଇଜ୍ ଶ୍ରେଣୀରେ ପୁରସ୍କାର ହାସଲ କରିଥିବା ବେଳେ…

ଓଡିଶାରେ ପ୍ଲାଜମା ଚିକିତ୍ସା ସଫଳ ଅଧିକ ରୁ ଅଧିକ ଲୋକ ସୁସ୍ଥ ହେଉଛନ୍ତି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ପ୍ଲାଜମା ଚିକିତ୍ସା ସଫଳ ହୋଇଛି। ଅଧିକରୁ ଅଧିକ କୋଭିଡ ରୋଗୀ ଏହି ଚିକିତ୍ସା ପଦ୍ଧତିରେ ସୁସ୍ଥ ହେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।  ଆଜି କୋରାପୁଟର ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ରାଜ୍ୟର ଷଷ୍ଠ ପ୍ଲାଜମା ବ୍ୟାଙ୍କ ଉଦ୍‌ଘାଟନ…

କୋରାପୁଟରେ ଉଦଘାଟିତ ହେଲା ରାଜ୍ୟର ଷଷ୍ଠ ପ୍ଲାଜମା ବ୍ୟାଙ୍କ୍‌, ଉତ୍ସର୍ଗ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କୋରୋନା ବିରୋଧୀ ଲଢେଇରେ ରାଜ୍ୟ ସରକାରଙ୍କ ଆଉ ଏକ ପଦକ୍ଷେପ । କୋରାପୁଟରେ ଉଦଘାଟିତ ହୋଇଛି ପ୍ଲାଜମା ବ୍ୟାଙ୍କ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଏହି ଷଷ୍ଠ ପ୍ଲାଜମା ବ୍ୟାଙ୍କ ରାଜ୍ୟବାସୀଙ୍କ ସେବାରେ ଉତ୍ସର୍ଗ କରିଛନ୍ତି । କୋରାପୁଟର ସହିଦ ଲକ୍ଷ୍‌ମଣ ନାୟକ ମେଡିକାଲ…