Browsing Tag

CM Naveen Patnaik

କୋଭିଡ କଟକଣା ମଧ୍ୟରେ ପଶ୍ଚିମ ଓଡିଶାରେ ନୂଆଁଖାଇ,ଗଣପର୍ବର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମ ଓଡିଶାର ପବିତ୍ର ଗଣପର୍ବ ନୂଆଁଖାଇ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନୂଆ ଧାନ ସହ ନୂଆ ଆଶା ନେଇ ସମସ୍ତେ  ଭାଇଚାରାର ପର୍ବର ନୂଆଁଖାଇ ପର୍ବର ପାଳନ କରୁଛନ୍ତି । ନୂଆଁ ଧାନ୍ ସାଙ୍ଗେ…

ଗଣେଶ ଚତୁର୍ଥୀ ଉପଲକ୍ଷେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର : ପବିତ୍ର ଶ୍ରୀଗଣେଶ ଚତୁର୍ଥୀ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ପବିତ୍ର ଅବସରରେ ରାଜ୍ୟର ଲୋକଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଭଗବାନ ଗଣେଶଙ୍କ ଆର୍ଶୀବାଦ ରେ ମାନବ ଜାତି କୋଭିଡ…

ଜୀବନ ସହିତ ଜୀବିକାକୁ ଗୁରୁତ୍ବ ଦିଆଯାଇ ବିକାଶ କାର୍ଯ୍ୟକୁ ତ୍ବରାନ୍ବିତ କରାଯିବ: ନବୀନ

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଜଗତସିଂହପୁର ବିଲୁଆଖାଇ ସେତୁ ଉଦ୍ଘାଟିତ ଜିଲ୍ଲାରେ ନୂଆ ମାତୃ ଓ ଶିଶୁ ଚିକିତ୍ସାଳୟ ଏବଂ ଆଇସିୟୁ ପାଇଁ ଶିଳାନ୍ୟାସ ଭୁବନେଶ୍ବର: କୋଭିଡ ଯୁଦ୍ଧରେ ଜୀବନ ପାଇଁ ଚାଲିଥିବା ଲଢେଇ ସହିତ ଲୋକଙ୍କ ଜୀବିକା ମଧ୍ୟ ଗୁରୁତ୍ବପୂର୍ଣ୍ଣ । ତେଣୁ ରାଜ୍ୟରେ ସବୁ…

ଦୌଡରାଣୀ ଦୂତି ପାଇବେ ଅର୍ଜୁନ, ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର : ଓଡିଶାର ଦୌଡରାଣୀ ଦୂତି ଚାନ୍ଦ ଏ ବର୍ଷ ଅର୍ଜୁନ ପୁରସ୍କାର ପାଇବେ । କେନ୍ଦ୍ର ସରକାରଙ୍କ ଜାତୀୟ କ୍ରୀଡା ପୁରସ୍କାର ଚୟନ କମିଟି ପକ୍ଷରୁ ଅର୍ଜୁନ ପୁରସ୍କାର ପାଇଁ ଦୂତିଙ୍କ ସମେତ ମୋଟ ୨୭ଜଣ କ୍ରୀଡାବିତଙ୍କ ନାଁ ସୁପାରିଶ କରାଯାଇଛି । ଅର୍ଜୁନ ପୁରସ୍କାର ପାଇଁ ଅଲିମ୍ପିଆନ…

ପ୍ରାଶାସନିକ ସ୍ୱଚ୍ଛତା ଦିଗରେ ଆଉ ପାଦେ : ଜିଲ୍ଲାପାଳ ଓ ସବୁ ସରକାରୀ ବିଭାଗର ଟ୍ୱିଟର ହ୍ୟାଣ୍ଡଲର ହେବ ଯାଂଚ

ଭୁବନେଶ୍ବର: ଜନସାଧାରଣଙ୍କୁ ଉତ୍କୃଷ୍ଟ ସେବା ଯୋଗାଇ ଦେବା ପାଇଁ ଆଉ ପାଦେ ଆଗେଇଛନ୍ତି ରାଜ୍ୟ ସରକାର । ମୋ ସରକାର ଓ ୫-ଟି ଯୋଜନା ଅଧିନସ୍ଥ ପ୍ରାଶାସନିକ ସ୍ୱଚ୍ଛତାକୁ ଆଗେଇ ନେବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ସବୁ ବିଭାଗ ଓ ସମସ୍ତ ଜିଲ୍ଲାପାଳଙ୍କ ଟ୍ୱିଟର ହ୍ୟାଣ୍ଡଲ ଯାଂଚ କରାଯାଉଛି ।…