Browsing Tag

COVID-19 Pandemic

ନବୀନଙ୍କ ‘ଆଶୀର୍ବାଦ’: କରୋନା କାଳରେ ଅନାଥଙ୍କ ପାଇଁ ଆଦର ପୁଟୁଳୀ

ବଞ୍ଚିବା ପାଇଁ, ବଢିବା ପାଇଁ ଅବଲମ୍ବନ ଲୋଡୁଥିବା ଶିଶୁ ସମାଜ ଦେଶ, କାଳ ନିର୍ବିଶେଷରେ ଯେକୌଣସି ସାମୂହିକ ପ୍ରତିକୂଳତାର ପ୍ରଥମ ପୀଡିତ ହୋଇଥା'ନ୍ତି। ଅକାଳ ବା ମହାମାରୀ, ପ୍ରାକୃତିକ ବିପର୍ଯ୍ୟୟ ବା ଯୁଦ୍ଧ - ପରିବ୍ୟାପ୍ତ ଦୁର୍ଯୋଗ କାଳରେ ସବୁଠୁ ଅସୁରକ୍ଷିତ ଏବଂ ପ୍ରଭାବିତ ହୁଅନ୍ତି ଶିଶୁ।…

କୋଭିଡ ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ବିପଦ ଟଳି ନ ଥିବାରୁ ଅଧିକ ସତର୍କତା ଉପରେ ଗୁରୁତ୍ୱାରୋପ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକ ଆଜି ରାଜ୍ୟରେ କୋଭିଡର ସ୍ଥିତି, ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି ଏବଂ କୋଭିଡ ସହାୟତା ସଂପର୍କରେ ସମୀକ୍ଷା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗତ କିଛି ସପ୍ତାହ ହେଲା ରାଜ୍ୟରେ ପଜିଟିଭିଟି ହାର କମିଥିଲେ ମଧ୍ୟ, କେତେକ…

ନୂଆ ଦିନ, ଖୁସି ଜୀବନ – ଜନଜାତି ଭ୍ରାତୃତ୍ବର ପଥସାଥୀ ‘ନବୀନ’

ଏ ଦେଶରେ ବହୁ ସ୍ବାତନ୍ତ୍ର୍ୟରେ ଭରା ଏକ ପ୍ରାନ୍ତ ହେଉଛି ଆମ ରାଜ୍ୟ ଓଡ଼ିଶା। ଆମ ରାଜ୍ୟର ବିବିଧତାର ବିଶେଷ ପରିଚୟ ହେଉଛି ଏଠି ବସବାସ କରୁଥିବା ବିଭିନ୍ନ ଆଦିବାସୀ ଗୋଷ୍ଠୀ। ପ୍ରତି ଗୋଷ୍ଠୀର ରହିଛି ନିଆରା ପରିଚୟ, ସ୍ବତନ୍ତ୍ର ସଂସ୍କୃତି, ନିଜସ୍ବ-ଭିତ୍ତିକ ଭିନ୍ନ ଜୀବନଶୈଳୀ। ସେମାନେ…

‘ବିଶ୍ବକର୍ମା’ଙ୍କ ସୁଖାନୁଭବର ବିଶ୍ବକର୍ମା ନବୀନ

ରାଜ୍ୟର ହିତସାଧନ ପାଇଁ, ଅନ୍ତର୍ଭୁକ୍ତିକରଣ ସର୍ବବ୍ୟାପୀ କରିବା ପାଇଁ, ବିଶେଷ କରି ବିପତ୍ତି ସହାୟତା ଫାଙ୍କ-ଶୂନ୍ୟ କରିବା ପାଇଁ ସମ୍ବେଦନଶୀଳ ପ୍ରଶାସନ ଭାବେ ନବୀନ-ସରକାରଙ୍କ ସଙ୍କଳ୍ପର ଏକନିଷ୍ଠତା ଓ ଯୋଜନାର ଧାରାବାହିକତା ନିରବଚ୍ଛିନ୍ନ। ନରେଗାରେ କାର୍ଯ୍ୟରତ ରାଜ୍ୟର ୩୨ ଲକ୍ଷ…