Browsing Tag

COVID-19

ଓମିକ୍ରନ୍ ପରେ କରୋନାର ଆଉ ଏକ ଷ୍ଟ୍ରେନ୍ ‘ଡେଲ୍ଟାକ୍ରନ୍’ ଚିହ୍ନଟ

ନୂଆଦିଲ୍ଲୀ: ଭାରତ ସମେତ ସମଗ୍ର ବିଶ୍ୱରେ ଓମିକ୍ରନ୍ ଯୋଗୁଁ କରୋନା ବିସ୍ଫୋରଣ ଜାରି ରହିଥିବା ବେଳେ ଏବେ କରୋନାର ଏକ ନୂଆ ଭାରିଆଣ୍ଟ ଚିନ୍ତା ବଢ଼ାଇଛି । ସାଇପ୍ରସର ବୈଜ୍ଞାନିକମାନେ କରୋନାର ଏକ ନୂଆ ଷ୍ଟ୍ରେନ୍ 'ଡେଲ୍ଟାକ୍ରନ୍' ଚିହ୍ନଟ କରିଛନ୍ତି | ଏହି ନୂଆ ଷ୍ଟ୍ରେନ୍ କରୋନାର ଡେଲଟା ଏବଂ…

ରାଜ୍ୟରେ କୋରୋନାର ଦୈନିକ ସଂକ୍ରମଣ ୪ ହଜାର ପାର୍ , ଦିନକରେ ୪୭୧୪ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ୧୬୧୯

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୪ ହଜାର ପାର କରିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୪ ହଜାର ୭୧୪ କୋରୋନା ପଜିଟିଭ । ପ୍ରଥମ ଥର ପାଇଁ ତୃତୀୟ ଲହରରେ କୋରୋନାର ଦୈନିକ ସଂକ୍ରମଣ ୪ ହଜାର ପାର କରିଛି । ସଙ୍ଗରୋଧରୁ ୨ ହଜାର ୭୫୫ ଓ ସ୍ଥାନୀୟ ଅଂଚଳରୁ ୧ ହଜାର ୯୫୯…

ଆଗକୁ ଆହୁରି ବଢିପାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା, ଛୋଟ ପିଲାଙ୍କ ସଂକ୍ରମଣ ୧୦ରୁ ୧୫ ପ୍ରତିଶତ : ସ୍ୱାସ୍ଥ୍ୟ…

ଭୁବନେଶ୍ୱର – ରାଜ୍ୟରେ ଆଗକୁ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢିପାରେ । ଏବେ ଏ ନେଇ କିଛି କହିହେବ ନାହିଁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ରୋଗୀଙ୍କ ପାଇଁ ଯଥେଷ୍ଟ ବେଡ୍ ଅଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ସବୁ ହସପିଟାଲକୁ ପୂର୍ବ ଲହର ପରି…

କୋରୋନା ପ୍ରକୋପ : ଦୈନିକ ସଂକ୍ରମଣ ୨୫୦୦ ପାର୍ , ଖୋର୍ଦ୍ଧା ଜିଲ୍ଲା ସହ ଚିନ୍ତା ବଢାଉଛି ପଶ୍ଚିମ ଓଡିଶା

ଭୁବନେଶ୍ୱର – ରାଜ୍ୟରେ ଜାରି ରହିଛି କୋରୋନା ପ୍ରକୋପ । ବଢିବାରେ ଲାଗିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଦୈନିକ କୋରୋନା ସଂକ୍ରମଣ ୨ ହଜାର ଡେଇଁଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୨ ହଜାର ୭୦୩ କୋରୋନା ଆକ୍ରାନ୍ତ । ଏମାନଙ୍କ ମଧ୍ୟରେ ୪୦୯ ଶିଶୁ ଓ କିଶୋର ଅଛନ୍ତି ।…