Browsing Tag

COVID-19

ରାଜ୍ୟରେ ଆଜିଠାରୁ କୋରୋନା କଟକଣା କଡାକଡି, ରାତି ୯ରୁ ନାଇଟ କର୍ଫ୍ୟୁୁ, ବିବାହରେ ସର୍ବାଧିକ ୧୦୦ ଜଣଙ୍କୁ ଅନୁମତି

ଭୁବନେଶ୍ୱର – କୋରୋନା ସଂକ୍ରମଣ ବଢି ଚାଲିଥିବା ବେଳ ଆଜିଠାରୁ ସାରା ରାଜ୍ୟରେ ଲାଗୁ ହୋଇଛି ନୂଆ କୋରୋନା କଟକଣା ଗାଇଡଲାଇନ । ଏ ନେଇ ଏସଆରସି ପ୍ରଦୀପ ଜେନା ୫ ତାରିଖରେ ଘୋଷଣା କରିଥିଲେ । ଆଜିଠାରୁ ରାତି ୯ଟାରୁ ନାଇଟ କର୍ଫ୍ୟୁ ଲାଗୁ ହେବ । ସରକାରୀ ଅଫିସ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ…

ଓଡ଼ିଶା ସମେତ ୯ ରାଜ୍ୟକୁ କରୋନା ଟେଷ୍ଟିଂ ବଢ଼ାଇବାକୁ କହିଲା କେନ୍ଦ୍ର

ନୂଆଦିଲ୍ଲୀ: ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ସହ ଅଧିକ ଲକ୍ଷଣ ବିହୀନ ମାମଲା ବଢୁଥିବାରୁ କେନ୍ଦ୍ର ସରକାର ନଅଟି ରାଜ୍ୟକୁ କରୋନା ଟେଷ୍ଟ ବଢାଇବାକୁ କହିଛନ୍ତି । ଏକ ଚିଠିରେ କେନ୍ଦ୍ର ସରକାର ତାମିଲନାଡୁ, ପଞ୍ଜାବ, ଓଡିଶା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମିଜୋରାମ, ମେଘାଳୟ, ଜାମ୍ମୁ କାଶ୍ମୀର…

ଭାରତରେ ତୃତୀୟ ଲହର ପ୍ରକୋପ, ଦିନକରେ ୯୦,୯୨୮ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନାର ତୃତୀୟ ଲହର ବେକାବୁ ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ କରୋନାର ୯୦,୯୨୮ ମାମଲା ରିପୋର୍ଟ ହୋଇଛି । ଏହି ରୋଗରେ ଆଉ ୩୨୫ ଜଣଙ୍କର ମୃତ୍ୟୁ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ଦେଶରେ ସକ୍ରିୟ…

ତୃତୀୟ ଲହରରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା, ଦିନକରେ ରାଜ୍ୟର ସବୁ ଜିଲ୍ଲାରୁ ୧୮୯୭ ପଜିଟିଭ, ଖୋର୍ଦ୍ଧା ଜିଲ୍ଲାରୁ…

ଭୁବନେଶ୍ୱର – ରାଜ୍ୟରେ କୋରୋନାର ତୃତୀୟ ଲହରରେ ବଢି ଚାଲିଛି ଦୈନିକ ସଂକ୍ରମଣ । ଦିନକରେ ଚିହ୍ନଟ ହୋଇଛନ୍ତି ୧ ହଜାର ୮୯୭ ପଜିଟିଭ । ସଙ୍ଗରୋଧରୁ ୧୧୦୬ ଓ ସ୍ଥାନୀୟ ଅଂଚଳରୁ ୭୯୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ଶିଶୁ ଓ କିଶୋରଙ୍କ ସଂଖ୍ୟା ୨୫୮ ରହିଛି । ଖୋର୍ଦ୍ଧା…

ଜାନୁଆରୀ ୭ରୁ ଫେବ୍ରୁଆରି ୧ ସକାଳ ପର୍ଯ୍ୟନ୍ତ ରାଜ୍ୟରେ କୋଭିଡ କଟକଣା କଡାକଡି, ରାତି ୯ରୁ ସହରାଂଚଳରେ ନାଇଟ କର୍ଫ୍ୟୁ

ଆସନ୍ତାକାଲିଠାରୁ ରାଜ୍ୟରେ ଲାଗୁ ହେବ ନୂଆ କୋଭିଡ କଟକଣା ଭୁବନେଶ୍ୱର – କୋରୋନା ସଂକ୍ରମଣ ବଢିଚାଲିଥିବାରୁ ରାଜ୍ୟ ସରକାର ପୁଣି କଟକଣା କଡାକଡି କରିଛନ୍ତି । ଜାନୁଆରୀ ୭ ତାରିଖରୁ ଫେବ୍ରୁଆରୀ ୧ ତାରିଖ ସକାଳ ପର୍ଯ୍ୟନ୍ତ କଡା କଟକଣା ଜାରି ରହିବ । ସବୁ ସହରାଂଚଳରେ ରାତି ୧୦ଟାରୁ ସକାଳ ୫ଟା…

ରାଜ୍ୟ ସରକାରଙ୍କ ନୂଆ କୋଭିଡ ଗାଇଡଲାଇନ : ରାତି ୯ରୁ ସହରାଂଚଳରେ ଲାଗିବ ନାଇଟ କର୍ଫ୍ୟୁ, ଅଫଲାଇନ ପଢା ବନ୍ଦ

ଭୁବନେଶ୍ୱର – ରାଜ୍ୟରେ କୋରୋନାର ତୃତୀୟ ଲହର ମୁକବିଲା ପାଇଁ କିଛି ପଦକ୍ଷେପ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଜାରି କରିଛନ୍ତି ଗାଇଡଲାଇନ୍ । ଏଣିକି ରାଜ୍ୟର ସହରାଂଚଳରେ ରାତି ୯ଟାରୁ ନାଇଟ୍ କର୍ଫ୍ୟୁ ଲାଗୁ କରାଯିବ, ଯାହା କି ସକାଳ ୫ଟା ଯାଏଁ ବଳବତ୍ତର ରହିବ । ଆଜି ପ୍ରେସମିଟରେ ଏହି…

ରାଜ୍ୟରେ ଆହୁରି ବଢିବ ଦୈନିକ କୋରୋନା ସଂକ୍ରମଣ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- ଅନେକ ଦିନ ପରେ ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ହଜାରେ ପାର କରିଛି । ଗତ ୨୪ ଘଣ୍ଟାରେ ୧୨୧୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଏହି ସଂଖ୍ୟା ଆହୁରି ବଢିବ । ଦୈନିକ ସଂକ୍ରମଣ ଦୁଇ,ତିନି ଗୁଣ ବଢିପାରେ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।…