Browsing Tag

COVID-19

ଭାରତ ବାୟୋଟେକର ନାସାଲ ଟିକାକୁ ବୁଷ୍ଟର ଡୋଜ୍ ଭାବେ ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍ ପାଇଁ ଅନୁମତି

ନୂଆଦିଲ୍ଲୀ: ଭାରତୀୟ ଡ୍ରଗ୍ସ ନିୟାମକ (ଡିସିଜିଆଇ)ର ଏକ୍ସପର୍ଟ କମିଟି (ଏସ୍ଇସି) ଭାରତ ବାୟୋଟେକର ନାସାଲ ଟିକାକୁ ବୁଷ୍ଟର ଡୋଜ୍ ଭାବେ ମଞ୍ଜୁରି ଦେଇଛି | ବୁଧବାର ଏ ବାବଦରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏକ୍ସପର୍ଟ କମିଟି ଏହି ନାସାଲ୍ ଟିକାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍ ପାଇଁ…

ତୃତୀୟ ଲହର ପ୍ରକୋପ : ହଜାରେ ଟପିଲା ଦୈନିକ କୋରୋନା ସଂକ୍ରମଣ, ଖୋର୍ଦ୍ଧା ଜିଲ୍ଲାରୁ ୪୫୬

ଭୁବନେଶ୍ୱର-ରାଜ୍ୟରେ ଦ୍ରୁତ ଗତିରେ ବ୍ୟାପିବାକୁ ଲାଗିଛି କୋରୋନା ସଂକ୍ରମଣ । ତୃତୀୟ ଲହରରେ ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ପ୍ରଥମ ଥର ପାଇଁ ୧ ହଜାର ଟପିଛି । ଗତ ୨୪ ଘଂଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧ ହଜାର ୨୧୬ ଆକ୍ରାନ୍ତ । ସଙ୍ଗରୋଧରୁ ୭୧୦ ଓ ସ୍ଥାନୀୟ ଅଂଚଳରୁ ୫୦୬ ଆକ୍ରାନ୍ତ…

ଭାରତରେ ପୁଣି ଅଣାୟତ୍ତ କରୋନା, ଦିନକରେ ଆସିଲା ୫୮,୦୯୭ ମାମଲା, ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୧୩୫

ନୂଆଦିଲ୍ଲୀ: ତୃତୀୟ ଲହରର ସାମ୍ନା କରୁଥିବା ଭାରତରେ କରୋନା ସଂକ୍ରମଣ ପୁଣି ଅଣାୟତ୍ତ ହୋଇପଡିଛି। ଦିନକୁ ଦିନ ସଂକ୍ରମଣ ବଢୁଛି । ଓମିକ୍ରନ୍ ମଧ୍ୟ ଦ୍ରୁତ ଗତିରେ ବ୍ୟାପୁଛି | ଗତ ୨୪ ଘଣ୍ଟାରେ ଦେଶରେ ୫୮,୦୯୭ ନୂଆ ମାମଲା ରିପୋର୍ଟ ହୋଇଛି, ଯାହା ଗତକାଲି ତୁଳନାରେ ୫୫% ଅଧିକ । ଦିନକରେ ଏହି…

କୋଭିଡ ତୃତୀୟ ଲହର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ତତ୍ପର, ଜିଲ୍ଲାପାଳଙ୍କ ପ୍ରସ୍ତୁତି ସମୀକ୍ଷା,…

ଛତ୍ରପୁର – କୋଭିଡର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଏହାର ମୁକାବିଲା ନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲ୍ଲାର ବିଭିନ୍ନ ବିଭାଗର ମୁଖ ପଦାଧିକାରୀଙ୍କ ସହ ଭିସି ଜରିଆରେ ଆଲୋଚନା କରିଛନ୍ତି । କୋଭିଡ ମୁକାବିଲା ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି…

ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା: ୧୦ ଦିନ ମଧ୍ୟରେ ସବୁ କୋଭିଡ ହସ୍‌ପିଟାଲ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ରାଜ୍ୟର ବିଭିନ୍ନ ବିଭାଗର ମୁଖ୍ୟ ପଦାଧିକାରୀ ଓ ଜିଲ୍ଲାପାଳ ମାନଙ୍କ ସହିତ କୋଭିଡ ମୁକାବିଲା ସଂପର୍କରେ ସମୀକ୍ଷା କରି କୋଭିଡ ପ୍ରସ୍ତୁତିକୁ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୧୦…