କୋରୋନାର ତୃତୀୟ ଲହର : ରାଜ୍ୟରେ ୬୮୦ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ୨୬୩
ଭୁବନେଶ୍ୱର –ତୃତୀୟ ଲହର ଆସିଥିବା ନେଇ ଚର୍ଚ୍ଚା ମଧ୍ୟରେ ରାଜ୍ୟରେ କୋରୋନା ଗ୍ରାଫ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୬୮୦ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୩୯୭ ଓ ସ୍ଥାନୀୟ ଅଂଚଳରୁ ୨୮୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୧୯ ଜଣ ଶିଶୁ କିଶୋର ଅଛନ୍ତି…