Browsing Tag

COVID-19

କରୋନା ଅପଡେଟ୍: ଦିନକରେ ଆଉ ୧୦,୫୪୯ ନୂଆ ମାମଲା, ୪୮୮ ମୃତ

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୦,୫୪୯ ନୂଆ ମାମଲା ଚିହ୍ନଟ ହୋଇଛି । ଗତକାଲି ତୁଳନାରେ ଆଜି ୧୫.୭ ପ୍ରତିଶତ ଅଧିକ ମାମଲା ଆସିଛି। ଏହି ଘାତକ ରୋଗରେ ଆଉ ୪୮୮ ଜଣଙ୍କର ମୃତ୍ୟୁ ହୋଇଛି। ନୂତନ ମାମଲା ଯୋଡିବା ପରେ, ମୋଟ ମାମଲା…

ଚିନ୍ତା ବଢ଼ାଇଲା କରୋନାର ନୂଆ ଭାରିଆଣ୍ଟ, ଡେଲଟା ଅପେକ୍ଷା ଅଧିକ ସଂକ୍ରମଣଶୀଳ ଓ‌ ଘାତକ, ଭାକ୍ସିନକୁ ବି ଦେଇପାରେ ଚକମା

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଏବଂ ବୋତସ୍ୱାନାଠାରେ କରୋନାର ଏକ ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି । ଏହା ଡେଲଟା ଭାରିଆଣ୍ଟ ଅପେକ୍ଷା ଅଧିକ ସଂକ୍ରମଣଶୀଳ ଏବଂ ଘାତକ ବୋଲି କୁହାଯାଉଛି। ଏହି ନୂଆ ଭାରିଆଣ୍ଟ ଦ୍ରୁତ ବେଗରେ ସଂକ୍ରମଣ କରିବାର କ୍ଷମତା ରଖିଛି। ବୋତସ୍ୱାନାରେ ନୂଆ ଭାରିଆଣ୍ଟ ମିଳିବା…

ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ପୁଣି ୩ ଶହ ଉପରେ, ୩୩୫ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ଅନେକ ଦିନ ପରେ ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୩ ଶହ ଉପରେ ରହିିଛି । ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୩୩୫ ନୂଆ ଆକ୍ରାନ୍ତ । ସଙ୍ଗରୋଧରୁ ୧୯୭ ଓ ସ୍ଥାନୀୟ ଅଞ୍ଚଳରୁ ୧୩୮ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୪୭ ଜଣ ହେଉଛନ୍ତି ୧୮ ବର୍ଷରୁ କମ ବୟସ୍କ ।…

ଲକ୍ଷଣ ବଦଳାଉଛି କୋରୋନା, ସାମାନ୍ୟ ଥଣ୍ଡା ଜ୍ୱର ହେଲେ ବି ପଜିଟିଭ ଚିହ୍ନଟ ହେଉଛନ୍ତି ଲୋକେ

ଭୁବନେଶ୍ୱର – କୋରୋନା ଭାଇରସ ଲକ୍ଷଣ ବଦଳାଉଛି । ଏବେ ସାମାନ୍ୟ ଥଣ୍ଡା ଜ୍ୱର ହେଲେ ମଧ୍ୟ କୋରୋନା ପଜିଟିଭ ଚିହ୍ନଟ ହେଉଛନ୍ତି ଲୋକେ । ତେଣୁ ଥଣ୍ଡା ଜ୍ୱର ହେବା ମାତ୍ରେ ତୁରନ୍ତ ଟେଷ୍ଟ କରିବା ଆବଶ୍ୟକ ରହିଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ଟେଷ୍ଟ କଲେ…

କରୋନା ଅପଡେଟ୍: ଦେଶରେ ଆଉ ୯,୧୧୯ ମାମଲା ଚିହ୍ନଟ, ୩୯୬ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ୯,୧୧୯ କରୋନା ମାମଲା ଚିହ୍ନଟ ହୋଇଛି । ଦିନକରେ ଏହି ରୋଗରେ ପୁଣି ୩୯୬ ଜଣଙ୍କ ମୃତ୍ୟୁ ହୋଇଛି। ଭାରତରେ କରୋନାର ମୋଟ ମାମଲା ସଂଖ୍ୟା ୩୪, ୫୪୪, ୮୮୨ କୁ ବୃଦ୍ଧି ପାଇଛି । ଅନ୍ୟ ପଟେ ସକ୍ରିୟ ମାମଲା ୧୦୯,୯୪୦ କୁ ବୃଦ୍ଧି ପାଇଛି । ଗତ ୨୪…

କରୋନା ଅପଡେଟ୍: ଦେଶରେ ୯୨୮୩ ନୂଆ ମାମଲା, ୪୩୭ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାର ୯୨୮୩ ଟି ମାମଲା ରୁଜୁ ହୋଇଛି ଏବଂ ୪୩୭ ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ ମୋଟ କରୋନା ମାମଲା ୩୪, ୫୩୫,୭୬୩ରେ ପହଞ୍ଚିଛି। ଅନ୍ୟ ପଟେ, ଯଦି ଆମେ କରୋନା ର ସକ୍ରିୟ ମାମଲା ବିଷୟରେ ଆଲୋଚନା କରିବା, ତେବେ ଏହା ୧୧୧, ୪୮୧ କୁ ବୃଦ୍ଧି ପାଇଛି |…

ରାଜ୍ୟରେ ୨୧୨ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ୨୧୨ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧୨୩ ଓ ସ୍ଥାନୀୟ ଅଞ୍ଚଳରୁ ୮୯ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୭୦ ଜଣ ଅଛନ୍ତି ୧୮ ବର୍ଷରୁ କମ୍ ବୟସ୍କ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୦ ଓ ସୁନ୍ଦରଗଡରୁ ୩୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।…

ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୨ ଶହରୁ ତଳେ, ୧୭୧ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୧୭୧ କୋରୋନା ଆକ୍ରାନ୍ତ । କିଛି ଦିନ ବ୍ୟବଧାନ ପରେ ରାଜ୍ୟରେ ପୁଣି ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା ୨ ଶହରୁ ତଳେ ରହିଛି । ସଙ୍ଗରୋଧରୁ ୯୮ ଓ ସ୍ଥାନୀୟ ଅଂଚଳରୁ ୭୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ…