Browsing Tag

COVID-19

ଓମିକ୍ରନ ବାବଦରେ କୌଣସି ଗୁରୁତର ତଥ୍ୟ ଆସିନାହିଁ : ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର – ଓମିକ୍ରନ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ, ଏନସିଡିସି ଓ ସିଡିସି ଗାଇଡଲାଇନ ଅନୁସାରେ ଏହି ଭୂତାଣୁର ବାସ୍ତବ ସଂଖ୍ୟା କ’ଣ , ସେ ନେଇ ବୈଷୟିକ କମିଟି ଯାଂଚ କରୁଛି । ବର୍ତ୍ତମାନ ସୁଦ୍ଧା ଏ ନେଇ କୌଣସି ଗୁରୁତର ତଥ୍ୟ ଉପଲବ୍ଧ ନାହିଁ ବୋଲି…

କରୋନା ଅପଡେଟ୍: ସାତ ହଜାର ତଳକୁ ଖସିଲା ସଂକ୍ରମଣ, ଦିନକରେ ଆଉ ୬,୯୯୦ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣର ନିମ୍ନଗାମୀ ଧାରା ଜାରି ରହିଛି । କରୋନାର ନୂଆ ମାମଲା ସାତ ହଜାରରୁ ତଳକୁ ଖସି ଆସିଛି । ଦେଶରେ ଗତ ୨୪ ଘଣ୍ଟାରେ ୬,୯୯୦ କରୋନା ମାମଲା ରିପୋର୍ଟ ହୋଇଛି, ଯାହା ୫୫୧ ଦିନରେ ସର୍ବନିମ୍ନ। ଦିନକରେ ୧୯୦ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟପଟେ ୧୦,୧୧୬ ଜଣ ଏହି…

ରାଜ୍ୟରେ ଆଉ ୧୯୭ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୧୯୭ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୧୧୫ ଓ ସ୍ଥାନୀୟ ଅଞ୍ଚଳରୁ ୮୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରେ ୨୫ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସ୍କ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୪, ସମ୍ବଲପୁର ଜିଲ୍ଲାରୁ…

କରୋନା ଅପଡେଟ୍: ଦେଶରେ ଆଉ ୮,୩୦୯ ନୂଆ ମାମଲା, ୨୩୬ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କରୋନା ଭାଇରସର ୮,୩୦୯ ନୂଆ ମାମଲା ରୁଜୁ ହୋଇଛି। ଏହି ସମୟରେ, ୯,୯୦୫ ଲୋକ କରୋନାକୁ ମାତ୍ ଦେଇଛନ୍ତି । ଏହି ରୋଗ ଆଉ ୨୩୬ ଜଣଙ୍କ ଜୀବନ ନେଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ସମୁଦାୟ ୩,୪୦,୦୮,୧୮୩ ଜଣ ଲୋକ କରୋନରୁ ଆରୋଗ୍ୟ ଲାଭ କରାଯାଇଛି ।…

କରୋନା ଅପଡେଟ୍: ସଂକ୍ରମଣ କମୁଛି, ମୃତ୍ୟୁ ସଂଖ୍ୟା ବଢ଼ୁଛି, ଦିନକରେ ୬୨୧ ମୃତ

ନୂଆଦିଲ୍ଲୀ: ଭାରତରେ ଦୈନିକ କରୋନା ମାମଲାରେ ହ୍ରାସ ଘଟୁଥାଇପାରେ, କିନ୍ତୁ ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏହା ସହିତ କରୋନାର ନୂଆ ଭାରିଆଣ୍ଟ ସମଗ୍ର ବିଶ୍ୱକୁ ଚିନ୍ତାରେ ପକାଇଛି । ଗତ ୨୪ ଘଣ୍ଟା ମଧ୍ୟରେ କରୋନାର ୮୭୭୪ ମାମଲା ପଞ୍ଜିକୃତ ହୋଇଥିବାବେଳେ ୬୨୧ ଜଣଙ୍କର…

ରାଜ୍ୟରେ ଆଉ ୧୯୧ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଆଉ ୧୯୧ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧୧୨ ଓ ସ୍ଥାନୀୟ ଅଂଚଳରୁ ୭୯ ଜଣ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୩୩ ଜଣ ଅଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୭, କଟକ ଓ ସୁନ୍ଦରଗଡ ଜିଲ୍ଲାରୁ ୧୩ ଜଣ…

କୋରୋନାର ନୂଆ ଭାରିଆଂଟ୍ ନେଇ ଚିନ୍ତା, ଖୁବ୍ ଶୀଘ୍ର ଆସିବ ଗାଇଡଲାଇନ୍‌

ଭୁବନେଶ୍ୱର - ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା କୋରୋନାର ନୂଆ ଭାରିଆଂଟ ନେଇ ବିଶ୍ୱବ୍ୟାପୀ ଚିନ୍ତା ପ୍ରକାଶ ପାଇଛି । ଏହି ନୂଆ ଭାରିଆଂଟର ନାନ ଓମିକ୍ରନ ରଖିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏହି ଭାରିଆଂଟ ନେଇ ରାଜ୍ୟରେ ମଧ୍ୟ ଚିନ୍ତା ପ୍ରକାଶ ପାଇଛି । ସନ୍ଦିଗ୍ଧ ଓ ସଂକ୍ରମିତ ଦେଶରୁ…

ଦେଢ କୋଟିରୁ ଅଧିକ ଲୋକ ନେଲେଣି ଦୁଇ ଡୋଜ କୋଭିଡ ଟିକା, ସଫଳତା ପାଇଁ ସ୍ୱାସ୍ଥ୍ୟକର୍ମୀଙ୍କୁ ସାବାସୀ ଦେଲେ ନବୀନ

ଭୁବନେଶ୍ୱର- ରାଜ୍ୟରେ କୋଭିଡ ଟିକାକରଣରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ସ୍ଥାପନ ହୋଇଛି । ରାଜ୍ୟରେ ଦେଢ କୋଟିରୁ ଅଧିକ ଯୋଗ୍ୟ ଲୋକଙ୍କ ସଂପୂର୍ଣ୍ଣ ଟିକାକରଣ ହୋଇଛି । ଅର୍ଥାତ ସେମାନେ ଟିକାର ଦୁଇଟିଯାକ ଡୋଜ୍ ନେଇସାରିଛନ୍ତି । ଏହି ସଫଳତାରେ ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ।…

କରୋନା ଅପଡେଟ୍: ଦେଶରେ ଆଉ ୮,୩୧୮ ନୂଆ ମାମଲା ଚିହ୍ନଟ, ୪୬୫ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ମାମଲାରେ କ୍ରମାଗତ ହ୍ରାସ ଘଟୁଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୮,୩୧୮ ମାମଲା ରିପୋର୍ଟ ହୋଇଛି। ଦିନକରେ ୧୦,୯୬୭ ଲୋକ ମଧ୍ୟ ସୁସ୍ଥ ହୋଇଥିବା ବେଳେ ୪୬୫ ଲୋକଙ୍କ ମୃତ୍ୟୁ ହୋଇଛି । ଭାରତରେ ଏଯାବତ୍ କରୋନାରୁ ମୋଟ ୩,୩୯,୮୮,୭୯୭ ଲୋକ ସୁସ୍ଥ ହୋଇଛନ୍ତି । ସକ୍ରିୟ…