Browsing Tag

COVID-19

୩୦ଟି ଦେଶରେ ପହଞ୍ଚିଲା ଓମିକ୍ରନ୍, ଦକ୍ଷିଣ ଆଫ୍ରିକାରେ ଲାଗିଲା ଲକଡାଉନ୍

ଜୋହାନ୍ସବର୍ଗ: ଭାରତରେ ରିପୋର୍ଟ ହୋଇଥିବା ଦୁଇଟି ନୂଆ ମାମଲା ସମେତ ୩୦ ଟି ଦେଶରେ ଏଯାବତ୍ ୩୮୨ ଟି ନୂଆ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଛି | ଯେଉଁ ଦେଶଗୁଡ଼ିକରେ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଛି, ସେଥିମଧ୍ୟରୁ ଦକ୍ଷିଣ ଆଫ୍ରିକାରେ ସର୍ବାଧିକ ୧୮୩ ଟି ମାମଲା ରେକର୍ଡ କରାଯାଇଛି। କୋଭିଡର ଏହି…

ଓମିକ୍ରନ ବିପଦ ଥିବା ଦେଶଗୁଡିକରୁ ରାଜ୍ୟକୁ ଏ ଯାଏଁ ୩୮୦ ଜଣ ଫେରିଛନ୍ତି : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- ନୂଆ କୋରୋନା ଭୂତାଣୁ ଓମିକ୍ରନ ନେଇ ବିଶ୍ୱବ୍ୟାପୀ ଚିନ୍ତା ପ୍ରକାଶ ପାଇଥିବା ବେଳେ ଭାରତରେ ବି ଏହାକୁ ନେଇ ଆଶଙ୍କା ବଢିଛି । କେନ୍ଦ୍ର ସରକାର ସବୁ ରାଜ୍ୟକୁ ନୂଆ ଭାରିଆଂଟ୍ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଓମିକ୍ରନ ଆଶଙ୍କା ପରିପ୍ରେକ୍ଷୀରେ ଗତକାଲି ମୁଖ୍ୟମନ୍ତ୍ରୀ…

କରୋନା ଅପଡେଟ୍: ଓମିକ୍ରନ୍ ବିପଦ ମଧ୍ୟରେ ଭାରତରେ ବଢ଼ିଲା ଦୈନିକ ମାମଲା, ଦିନକରେ ୯, ୭୬୫ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: କରୋନା ର ନୂଆ ଭାରିଆଣ୍ଟ ଓମିକ୍ରନର ବିପଦ ମଧ୍ୟରେ ଭାରତରେ କରୋନା ନୂଆ ମାମଲା ବୃଦ୍ଧି ପାଇଛି | ଏପରିକି ନୂଆ ମାମଲା ତୁଳନାରେ କରୋନାରୁ ସୁସ୍ଥ ଲୋକଙ୍କ ସଂଖ୍ୟା କମ୍ ରହିଛି | ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ଦେଶରେ ୯୭୬୫ ନୂଆ…

ଓମିକ୍ରନ୍ ଆତଙ୍କ: ହାଇ ରିସ୍କ ଦେଶରୁ ଫେରିଥିବା ୬ ଯାତ୍ରୀ ପଜିଟିଭ୍, ୨୫ ଦେଶକୁ ବ୍ୟାପିଲା ନୂଆ ଭାରିଆଣ୍ଟ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ମିଳିଥିବା କରୋନା ଭାରିଆଣ୍ଟ ଓମିକ୍ରନ୍ ବିପଦକୁ ଦୃଷ୍ଟିରେ ରଖି ଭାରତ ସମେତ ଅନ୍ୟ ଦେଶ ମଧ୍ୟ ସତର୍କତା ଅବଲମ୍ବନ କରିବା ଆରମ୍ଭ କରିଛନ୍ତି। ଭାରତରେ ବିମାନ ବନ୍ଦରରେ ବିଦେଶରୁ ଆସୁଥିବା ଯାତ୍ରୀମାନଙ୍କ ଉପରେ କଡା ନଜର ରଖାଯାଇଛି। ବିମାନରୁ ଓହ୍ଲାଇବା ମାତ୍ରେ…

ରାଜ୍ୟରେ ୨୫୨ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୫୨ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧୪୮ ଓ ସ୍ଥାନୀୟ ଅଞ୍ଚଳରୁ ୧୦୪ ଚିହ୍ନଟ ହୋଇଛନ୍ତି । ନୂଆ ପଜିଟିଭଙ୍କ ମଧ୍ୟରେ ୫୪ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସ୍କ । ଦିନକରେ ଖୋର୍ଦ୍ଧା ଜିଲ୍ଲାରୁ ୧୧୩, କଟକରୁ ୧୯,…

କରୋନା ଅପଡେଟ୍: ଦେଶରେ ଆଉ ୮୯୫୪ ସଂକ୍ରମିତ ଚିହ୍ନଟ, ଲକ୍ଷେ ତଳକୁ ଖସିଲା ସକ୍ରିୟ ମାମଲା

ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ବିପଦ ମଧ୍ୟରେ ଆଜି ସମଗ୍ର ଦେଶରେ ପ୍ରାୟ ୯ ହଜାର କରୋନା ମାମଲା ସାମ୍ନାକୁ ଆସିଛି । ​​କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୯୫୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ସହିତ ୨୬୭ ରୋଗୀଙ୍କର…

‘ଓମିକ୍ରନ୍’ ଭୟ: ଆଜିଠାରୁ ବିଦେଶ ଫେରନ୍ତା ଯାତ୍ରୀଙ୍କ ପାଇଁ ଲାଗୁ ହେବ ନୂଆ ଗାଇଡ ଲାଇନ୍, ‘ଏୟାର…

ନୂଆଦିଲ୍ଲୀ: କରୋନା ଜୀବାଣୁ 'ଓମିକ୍ରନ୍'ର ନୂଆ ଭାରିଆଣ୍ଟ ବିପଦକୁ ଦୃଷ୍ଟିରେ ରଖି ଭାରତରେ ଆଜିଠାରୁ ବିମାନ ଯାତ୍ରା ସମ୍ପର୍କିତ ନୂଆ ଗାଇଡ ଲାଇନ୍ ଲାଗୁ ହେବ । ହାଇ ରିସ୍କ ଦେଶରୁ ଭାରତ ଆସୁଥିବା ଯାତ୍ରୀମାନଙ୍କ ପାଇଁ ସରକାର ସଂଶୋଧିତ ମାର୍ଗଦର୍ଶିକା ଜାରି କରିଛନ୍ତି। ଏହାକୁ କଡାକଡି ଭାବେ…