Browsing Tag

COVID-19

ରାଜ୍ୟରେ ଆଉ ୧୦୫ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ୧୦୫ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୬୩ ଓ ସ୍ଥାନୀୟ ଅଂଚଳରୁ ୬୨ ଜଣ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୯ ଜଣ ହେଉଛନ୍ତି ୧୮ ବର୍ଷରୁ କମ ବୟସ୍କ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୮, ମୟୂରଭଞ୍ଜରୁ ୧୦, କେନ୍ଦୁଝରରୁ ୫,…

ଦେଶର ୫ ରାଜ୍ୟରେ ଓମିକ୍ରନ୍ ବିସ୍ଫୋରଣ, ଦିନକରେ ୧୭ ରୋଗୀ ଚିହ୍ନଟ, ମୋଟ ମାମଲା ୨୧କୁ ବୃଦ୍ଧି

ନୂଆଦିଲ୍ଲୀ:ଦେଶରେ ଓମିକ୍ରନ ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ଓମିକ୍ରନ୍ ର ୧୭ଟି ମାମଲା ପଞ୍ଜୀକୃତ ହୋଇଥିଲା । ଏଥିସହ ବର୍ତ୍ତମାନ ମୋଟ ଓମିକ୍ରନ ରୋଗୀଙ୍କ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି | ରବିବାର ଦିନ ରିପୋର୍ଟ ହୋଇଥିବା ୧୭ଟି ମାମଲା ମଧ୍ୟରୁ ୯ଟି ରାଜସ୍ଥାନର ରାଜଧାନୀ…

ଟିକାକରଣକୁ ବାଧ୍ୟତାମୂଳକ କଲା ପୁଡୁଚେରୀ, ଟିକା ନ ଲଗାଇଲେ ହେବ କାର୍ଯ୍ୟାନୁଷ୍ଠାନ

ଚେନ୍ନାଇ: ଓମିକ୍ରନ୍ ବିପଦ ମଧ୍ୟରେ ଶତ ପ୍ରତିଶତ ଟିକାକରଣର ଲକ୍ଷ୍ୟ ହାସଲ କରିବା ପାଇଁ ପୁଡୁଚେରୀର କେନ୍ଦ୍ର ଶାସିତ ଅଞ୍ଚଳ ସମସ୍ତଙ୍କ ପାଇଁ କରୋନା ଟିକା ନେବାକୁ ବାଧ୍ୟତାମୂଳକ କରିଛି । ଏବଂ ଯେଉଁମାନେ ଟିକା ନ ଲଗାନ୍ତି ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି…

ବଢୁଛି ଓମିକ୍ରନ୍ ଚିନ୍ତା: ମହାରାଷ୍ଟ୍ରରେ ଚିହ୍ନଟ ହେଲା ଦେଶର ଚତୁର୍ଥ ମାମଲା

ମୁମ୍ବାଇ: ମହାରାଷ୍ଟ୍ରର ଥାଣେ ଜିଲ୍ଲାର ଜଣେ ବ୍ୟକ୍ତି କରୋନାଭାଇରସର ନୂଆ ଷ୍ଟ୍ରେନ୍ 'ଓମିକ୍ରନ୍'ରେ ସଂକ୍ରମିତ ହୋଇଥିବା ଜଣାପଡିଛି। ମହାରାଷ୍ଟ୍ରରେ ଏହି ପ୍ରଜାତିର ସଂକ୍ରମଣର ପ୍ରଥମ ଘଟଣା ଏବଂ ଦେଶରେ ଚତୁର୍ଥ ମାମଲା | ମହାରାଷ୍ଟ୍ରରେ ସାମ୍ନାକୁ ଆସିଥିବା ମାମଲା ସମ୍ପର୍କରେ କୁହାଯାଇଛି ଯେ…

ରାଜ୍ୟରେ ଆଉ ୧୯୩ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୧୯୩ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୧୧୪ ଓ ସ୍ଥାନୀୟ ଅଞ୍ଚଳରୁ ୭୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ୨୩ ଜଣ ୧୮ ବର୍ଷରୁ କମ ବୟସର ଆକ୍ରାନ୍ତ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୮, ଯାଜପୁରରୁ ୧୪, କଟକରୁ ୧୨,…

କରୋନା ଅପଡେଟ୍: ଦେଶରେ ୮୬୦୩ ନୂଆ ମାମଲା, ୪୧୫ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଭାରତରେ ୮୬୦୩ ନୂଆ କରୋନା ମାମଲା ରୁଜୁ ହୋଇଛି। ଏହି ମହାମାରୀରେ ଆଉ ୪୧୫ ଜଣଙ୍କ ମୃତ୍ୟୁ ହୋଇଛି । ଭାରତର କରୋନା ମୃତ୍ୟୁ ସଂଖ୍ୟା ୪,୭୦,୫୩୦କୁ ବୃଦ୍ଧି ପାଇଛି । ମୋଟ ମାମଲା ୩ କୋଟି ୪୬ ଲକ୍ଷ ୨୪,୩୬୦ରେ ପହଞ୍ଚିଛି । ବର୍ତ୍ତମାନ ଭାରତରେ ୯୯,୯୭୪ ସକ୍ରିୟ…

ଓମିକ୍ରନର ସଂକ୍ରମଣ କ୍ଷମତା ଅଧିକ, ତୀବ୍ରତା ସଂପର୍କରେ ସୂଚନା ନ ଥିବା କହିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- ଦେଶରେ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେବା ପରିପ୍ରେକ୍ଷୀରେ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ, ଲୋକମାନେ ଆତଙ୍କିତ ନ ହୋଇ ସତର୍କ ରହିବା ଦରକାର । କେନ୍ଦ୍ର ସରକାରଙ୍କଠାରୁ ଅନ୍ୟ ଦେଶରୁ ଆସୁଥିବା ଲୋକଙ୍କ ସଂପର୍କରେ ସୂଚନା ମିଳୁଛି । ଆକ୍ରାନ୍ତ…

କରୋନା ଅପଡେଟ୍: ଦେଶରେ ଆଉ ୯,୨୧୬ ନୂଆ ମାମଲା, ୩୯୧ ମୃତ

ନୂଆଦିଲ୍ଲୀ: ଓମିକ୍ରନ୍ ଭାରିଆଣ୍ଟ ବିପଦ ମଧ୍ୟରେ ଦେଶରେ ପୁଣି କରୋନା ଗ୍ରାଫ୍ ଉପରମୁହାଁ ହୋଇଛି। ଗତ ୨୪ ଘଣ୍ଟାରେ ଦେଶରେ ୯,୨୧୬ ନୂଆ ମାମଲା ରିପୋର୍ଟ ହୋଇଛି। ଦିନକରେ ୩୯୧ ରୋଗୀଙ୍କ ମୃତ୍ୟୁ ହୋଇଛି। ବଡ କଥା ହେଉଛି ଓମିକ୍ରନ୍ ଦେଶରେ ପାଦ ଥାପିସାରିଛି। କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ…