Browsing Tag

COVID-19

ରାଜ୍ୟରେ ଆଉ ୧୯୫ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୧୯୫ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୧୧୫ ଓ ସ୍ଥାନୀୟ ଅଂଚଳରୁ ୮୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୨୪ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସ୍କ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୯, ମୟୂରଭଞ୍ଜରୁ ୧୩,…

କରୋନା ଅପଡେଟ୍: ଦିନକରେ ୮,୪୩୯ ନୂଆ ମାମଲା ଚିହ୍ନଟ, ୧୯୫ ମୃତ

ନୂଆଦିଲ୍ଲୀ: ଭାରତରେ ଦିନକରେ କୋଭିଡ-୧୯ ର ୮,୪୩୯ ଟି ନୂଆ ମାମଲା ରିପୋର୍ଟ ହୋଇଛି । ଏଥିସହ ଦେଶରେ ସଂକ୍ରମିତ ସଂଖ୍ୟା ୩,୪୬,୫୬,୮୨୨ କୁ ବୃଦ୍ଧି ପାଇଛି। ଦେଶରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୯୩,୭୩୩ କୁ ହ୍ରାସ ପାଇଛି, ଯାହା ୫୫୫ ଦିନ ମଧ୍ୟରେ ସର୍ବନିମ୍ନ ଅଟେ । କେନ୍ଦ୍ର ସ୍ୱାସ୍ଥ୍ୟ…

ରାଜ୍ୟରେ ଆଉ ୨୫୫ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଆଉ ୨୫୫ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧୫୨ ଓ ସ୍ଥାନୀୟ ଅଞ୍ଚଳରୁ ୧୦୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ୫୪ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସ୍କ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୬, ମୟୂରଭଞ୍ଜରୁ ୨୨, ସମ୍ବଲପୁରରୁ ୧୯,…

ଭାରତରେ ତୃତୀୟ ଲହର ଆଣିପାରେ ଓମିକ୍ରନ୍, ଫେବୃଆରୀ ସୁଦ୍ଧା ସଂକ୍ରମଣ ଶୀର୍ଷରେ ପହଞ୍ଚିବା ନେଇ ଆକଳନ

ନୂଆଦିଲ୍ଲୀ: କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନ୍ ଭାରତରେ ତୃତୀୟ ଲହର ଆଣିବ । ଫେବୃଆରୀରେ ଓମିକ୍ରନ୍‌ ମାମଲା ଶୀର୍ଷରେ ପହଞ୍ଚିପାରେ ଏବଂ ଦେଶରେ ଦୈନିକ ଏକ ଲକ୍ଷରୁ ଦେଢଲକ୍ଷ ମାମଲା ଆସିପାରେ | କୋଭିଡ-୧୯ ର ଗାଣିତିକ ଆକଳନ ସହ ଜଡିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିର…

ଗତମାସ ୨୪ ପରେ ଆକ୍ରାନ୍ତ ଦେଶରୁ ରାଜ୍ୟକୁ ଫେରିଥିବା ୨୪୬ ପଜିଟିଭଙ୍କ ନମୁନା ଜିନମ ସିକ୍ୱେନସିଂ ପାଇଁ ଆଇଏସଏଲ ଆସିଛି

ଭୁବନେଶ୍ୱର- କୋରୋନାର ନୂଆ ଭାରିଆଂଟ୍ ଓମିକ୍ରନ ସଂକ୍ରମଣ ଆଶଙ୍କା ମଧ୍ୟରେ ରାଜ୍ୟକୁ ନଭେମ୍ବର ୨୪ ପରେ ଆକ୍ରାନ୍ତ ଦେଶରୁ ଫେରିଥିବା ୨୪୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଇଏଲଏସ ନିର୍ଦ୍ଦେଶକ ଡକ୍ଟର ଅଜୟ ପରିଡା ଏହି ସୂଚନା ଦେଇଛନ୍ତି । ପଜିଟିଭ ହୋଇଥିବା ସମସ୍ତ ୨୪୬ ଜଣଙ୍କ ନମୁନା ଜିନମ…

କରୋନା ଅପଡେଟ୍: ଦେଶରେ ୮୩୦୬ ନୂଆ ମାମଲା, ୨୧୧ ମୃତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ଦେଶରେ କରୋନାର ୮୩୦୬ ନୂଆ ମାମଲା ରିପୋର୍ଟ ହୋଇଛି। ଦିନକରେ ଏହି ରୋଗରେ ୨୧୧ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କରୋନା ର ଓମିକ୍ରନ୍ ଭାରିଆଣ୍ଟର ୨୧ ଟି ମାମଲା ରିପୋର୍ଟ ହୋଇଛି | କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି…