କରୋନା ଅପଡେଟ୍: ଦେଶରେ ଆଉ ୭,୯୭୪ ନୂଆ ମାମଲା, ୩୪୩ ମୃତ
ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟାରେ ୭୯୭୪ ନୂଆ କରୋନା ମାମଲା ଆସିଛି ଏବଂ ୩୪୩ ଜଣ ସଂକ୍ରମିତ ଲୋକ ପ୍ରାଣ ହରାଇଛନ୍ତି। ଦିନକରେ ୭୯୪୭ ଲୋକ ମଧ୍ୟ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ।
କରୋନା ମହାମାରୀ ଆରମ୍ଭରୁ ମୋଟ ତିନି କୋଟି ୪୭ ଲକ୍ଷ ୧୮ ହଜାର ୬୦୨ ଲୋକ ସଂକ୍ରମିତ ହୋଇଛନ୍ତି।…