Browsing Tag

Odisha Government

ଆସନ୍ତାକାଲି ଆସିବ ଅଗଷ୍ଟ ମାସର କୋଭିଡ ଗାଇଡଲାଇନ୍‌, ସାମଗ୍ରିକ ଭାବେ କଟକଣା ଅଧିକ କୋହଳ ହେବା ସମ୍ଭାବନା

ଭୁବନେଶ୍ୱର- ଅଗଷ୍ଟ ମାସ ପାଇଁ ରାଜ୍ୟ ସରକାରଙ୍କ କୋରୋନା ଗାଇଡଲାଇନ ଆସନ୍ତାକାଲି ଜାରି ହେବା ସମ୍ଭାବନା ରହିଛି । ରାଜ୍ୟରେ କୋରୋନା ସଂକ୍ରମଣ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ତେଣୁ ରାଜ୍ୟ ସରକାର ଆଉ କିଛି କଟକଣା କୋହଳ କରିବା ନେଇ ଚର୍ଚ୍ଚା ହେଉଛି । ସାମଗ୍ରିକ ସ୍ଥିତି ରପରେ ସମୀକ୍ଷା…