Browsing Tag

Odisha

ଝଲସି ଉଠୁଛି ରୂପାନ୍ତରିତ ଶିକ୍ଷାୟତନ

ଲେଖକ: ପ୍ରତିଭା ନେପାକ ବ୍ରହ୍ମପୁର: ବଦଳିଛି ବିଦ୍ୟାଳୟର ଚେହେରା। ଶିକ୍ଷାୟତନର ପରିସରରେ ଦେଖାଦେବାରେ ଲାଗିଛି ରୂପାନ୍ତରଣର ଝଲକ। ସବୁଠୁ ବଡ଼ କଥା ହେଲା ଛାତ୍ରଛାତ୍ରୀ ପାଇବେ ଯୁଗପଯୋଗୀ ଓ ଆଧୁନିକ ଶିକ୍ଷା। ଯେକୌଣସି ବ୍ୟୟବହୁଳ ଘରୋଇ ଅଥବା ଇଂରାଜୀ ମାଧ୍ୟମ ବିଦ୍ୟାଳୟର ପରିବେଶ ଠାରୁ…

ମରୁଡି ସ୍ଥିତି ନେଇ ଉଚ୍ଚସ୍ତରୀୟ ବୈଠକ : ୧୫ ଜିଲ୍ଲାର ୩୦ ବ୍ଲକରେ କମ୍ ବର୍ଷା, ଲିଫ୍ଟ୍ ଇରିଗେସନ ପଏଂଟ ସକ୍ରିୟ କରାଯିବ

ଭୁବନେଶ୍ୱର –ରାଜ୍ୟରେ ସମ୍ଭାବ୍ୟ ମରୁଡି ସ୍ଥିତିର ମୁକାବିଲା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଛି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ସବୁ ଜିଲ୍ଲାପାଳ ଭିସି ଜରିଆରେ ଯୋଗ ଦେଇଛନ୍ତି । ୧୫ଟି ଜିଲ୍ଲାର ୩୦ଟି ବ୍ଲକରେ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇଛି…

କୋରୋନାର ସମ୍ଭାବ୍ୟ ତୃତୀୟ ଲହର : କ’ଣ କହୁଛନ୍ତି ବିଶେଷଜ୍ଞ

ଭୁବନେଶ୍ୱର - ଯଦି କୋରୋନାର ତୃତୀୟ ଲହର ଆସେ , ତାହା ହେଲେ ସେପଟେମ୍ବର କି ଅକ୍ଟୋବର ମାସରେ ପିକ୍ ପିରିୟଡ ନେଇ ବିଶେଷଜ୍ଞମାନେ ଆକଳନ କରିଛନ୍ତି । ତୃତୀୟ ଲହରରେ ପିଲାମାନେ ଅଧିକ ପ୍ରଭାବିତ ହୋଇପାରନ୍ତି । ଡିମଏଇଟି ସିବିକେ ମହାନ୍ତି ଏହି ସୂଚନା ଦେଇଛନ୍ତି । କୋରୋନାର ତୃତୀୟ ଲହର ଆସିଲେ…

ରାଜ୍ୟରେ ଆଉ ୬୬ କୋରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର- ରାଜ୍ୟରେ କୋରୋନାରେ ଆଉ ୬୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଡଗତସିଂହପୁରରେ ସର୍ବାଧିକ ୧୧ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କଟକ ଜିଲ୍ଲାରୁ ୧୦, ଢେଙ୍କାନାଳରେ ୮, କେନ୍ଦ୍ରାପଡାରୁ ୭, ଅନୁଗୁଳରୁ ୬ ଓ ଯାଜପୁରରୁ ୬ ରୋଗୀଙ୍କ ମୃତ୍ୟୁ ହୋଇଛି । ଭଦ୍ରକରୁ ୫, ବାଲେଶ୍ୱରରୁ…

ଯୁକ୍ତ ତିନି ନାମଲେଖା ଆଜିଠାରୁ ଆବେଦନ ପ୍ରକ୍ରିୟା

ଭୁବନେଶ୍ୱର- ଆଜିଠାରୁ ଯୁକ୍ତ ତିନି ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଛି । ଆଜି ଦିନ ୧୧ଟାରୁ ସାମ୍‌ସ ପୋର୍ଟାଲରେ କମନ୍ ଆପ୍ଲିକେସନ ଫର୍ମ ଉପଲବ୍ଧ ହେବ । ଆସନ୍ତାମାସ ୪ ତାରିଖ ରାତି ୧୧ଟା ୪୫ ମିନିଟ ଯାଏଁ ନାମଲେଖା ଆବେଦନ ଅବଧି ରହିଛି । ସେପଟେମ୍ବର ୯ ତାରିଖ ଦିନ ୧୧ଟାରେ…

ଡିଏମଇଟିଙ୍କ ସୂଚନା : ଆବଶ୍ୟକ ହେଲେ ରାଜ୍ୟରେ ହେବ ସ୍ୱତନ୍ତ୍ର କୋଭିଡ ଶିଶୁ ହସପିଟାଲ

ଭୁବନେଶ୍ୱର - କୋରୋନାର ସମ୍ଭାବ୍ୟ ତୃତୀୟ ପ୍ରବାହରେ ଶିଶୁ ମାନେ ସଂକ୍ରମିତ ହେବା ଆଶଙ୍କା ଅଧିକ । ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ରାଜ୍ୟରେ ୩ ହଜାର ବେଡ୍ ବ୍ୟବସ୍ଥା କରାଯାଇଛି । ଏହି ସଂଖ୍ୟା ବୃଦ୍ଧି ପାଇଁ ପ୍ରୟାସ ଜାରି ରହିଛି ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି । ଯଦି…