Browsing Tag

Odisha

ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ କାର୍ଯ୍ୟସୂଚୀ

ଭୁବନେଶ୍ୱର- ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଓଡିଶା ଗସ୍ତ କାର୍ଯ୍ୟସୂଚୀ ପ୍ରକାଶିତ ହୋଇଛି । କାଲି ସଂଧ୍ୟା ୬ଟା୨୫ରେ ଭୁବନେଶ୍ୱରରେ ପହଂଚିବେ ରାଷ୍ଟ୍ରପତି । ରାଜଭବନରେ କାଲି ରାତ୍ରିଯାପନ କରିବେ । ମାର୍ଚ୍ଚ ୨୧ ତାରିଖ ସକାଳ ୯ଟା୪୫ ମିନିଟରେ ଝାରସୁଗୁଡା ବିମାନ ବନ୍ଦରରେ ପଂହଚିବେ । ସକାଳ…

ଭିଜିଲାନ୍‌ସ ଜାଲରେ ଖଡିଆଳ ବନାଚଂଳ ଅଧିକାରୀ

ଖଡିଆଳ - ନୂଆପଡା ଜିଲ୍ଲା ଖଡିଆଳ ବନାଚଂଳ ଅଧିକାରୀ ସଦାନନ୍ଦ ସୁନାନୀଙ୍କ ଘରେ ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ ହୋଇଛି । ଖଡିଆଳ ସ୍ଥିତ ସୁନାନୀଙ୍କ ସରକାରୀ ବାସଭବନ , ପୈତୃକ ଗାଁ ନିଲଜି, ମାମୁଘର ନେହେନାଠାରେ ଭିଜିଲାନ୍ସ ଚଢାଉ କରିଛି । ମାଲକାନଗିରି ଡିଏସପି ଏସ.କେ…

ମିଶନ୍ ଶକ୍ତି – ମହିଳାମାନଙ୍କୁ ଦେଇଛି ନୂତନ ପରିଚୟ

ମହିଳାମାନଙ୍କୁ ସ୍ଵୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ସଂଗଠିତ କରି ସେମାନଙ୍କ ସଶକ୍ତୀକରଣ ନିମନ୍ତେ ଓଡ଼ିଶାରେ ୮ ମାର୍ଚ୍ଚ ୨୦୦୧ରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ମିଶନ୍ ଶକ୍ତି କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା। ନବୀନ ପଟ୍ଟନାୟକଙ୍କ ମାନସ ସନ୍ତାନ ମିଶନ୍ ଶକ୍ତି ମହିଳାମାନଙ୍କର ନିଜର ପରିବାର…

ରାଜ୍ୟର ବର୍ତ୍ତମାନ କୋରୋନା ସ୍ଥିତି ଉପରେ ସରକାରଙ୍କ ତୀକ୍ଷ୍‌ଣ ନଜର, କିଛି ସହରରେ ଆରମ୍ଭ ହେବ ସେରୋ ସର୍ଭେ

ଭୁବନେଶ୍ୱର- ରାଜ୍ୟରେ ବର୍ତ୍ତମାନର କୋରୋନା ସ୍ଥିତି ଉପରେ ତୀକ୍ଷ୍‌ଣ ନଜର ରଖାଯାଇଛି । ଦିନକୁ ୭ ହଜାର ୩ ଶହ ଆରଟି-ପିସିଆର୍ ଟେଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି । ସମସ୍ତ ଜିଲ୍ଲାପାଳ ଓ ସିଡିଏମଓଙ୍କୁ ସ୍ୱତନ୍ତ୍ର ଗାଇଡଲାଇନ୍‌ସ ପଠାଇ ଦିଆଯାଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ସୂଚନା…

ରାଜ୍ୟରେ କୋରୋନାକୁ ପୂରିଲା ବର୍ଷେ , ମନେ ପଡୁଛି ନବୀନ ସରକାରଙ୍କ ଏକାଧିକ ‘ପ୍ରାକ୍ ସକ୍ରିୟ’ ପଦକ୍ଷେପ

ଭୁବନେଶ୍ୱର- ଓଡିଶାରେ କୋରୋନା ମହାମାରୀକୁ ଏକ ବର୍ଷ ପୂରିଛି । ଗତବର୍ଷ ଆଜିର ଦିନରେ ଓଡିଶାରେ ଚିହ୍ନଟ ହୋଇଥିଲେ ପ୍ରଥମ କୋରୋନା ରୋଗୀ । ଭୁବନେଶ୍ୱରର ବଡଗଡ ଅଂଚଳର ଜଣେ ଯୁବକ ଇଟାଲୀରୁ ଫେରିବା ପରେ ପଜିଟିଭ ଚିହ୍ନଟ ହୋଇଥିଲେ । କ୍ୟାପିଟାଲ ହସପିଟାଲରେ ତାଙ୍କୁ ଆଇସୋଲେସନରେ ରଖାଯାଇଥିଲା ।…

କୋରୋନା ବିରୋଧରେ ଲଢେଇ : ନବୀନ ସରକାରଙ୍କ ପ୍ରଶଂସନୀୟ ଓ ଅନୁକରଣୀୟ ପଦକ୍ଷେପକୁ ବର୍ଷେ

ଭୁବନେଶ୍ୱର- କୋରୋନା ମହାମାରୀର ପ୍ରକୋପ ଦେଶର ଅନେକ ରାଜ୍ୟ ଠିକ୍ ଭାବେ ବୁଝିପାରି ନ ଥିଲା ବେଳେ ଏହାର ଭୟାବହତା ଅନୁମାନ କରି ଓଡିଶା ସରକାର ଆଗୁଆ ହିଁ ନେଇଥିଲେ ଅନେକ ପ୍ରଶଂସନୀୟ ଠୋସ୍ ପଦକ୍ଷେପ । ଏଥିପାଇଁ ସାରାଦେଶରେ ଓଡିଶା ଚର୍ଚ୍ଚିତ ଥିଲା । ଓଡିଶା ମଡେଲକୁ ଏକ ଉଦାହରଣ ଭାବେ…