Browsing Tag

Odisha

ରାଜ୍ୟର ୭ଟି ସହରର ତାପମାତ୍ରା ୩୮ ଡିଗ୍ରୀ ଉପରେ , ବୌଦ୍ଧ ରାଜ୍ୟର ତତଲା ସହର

ଭୁବନେଶ୍ୱର- ରାଜ୍ୟର ୭ଟି ସହରର ତାପମାତ୍ରା ୩୮ ଡିଗ୍ରୀ ଉପରେ ରହିଛି । ୩୯ ଡିଗ୍ରୀ ସହ ବୌଦ୍ଧ ଆଜି ରାଜ୍ୟର ଉତ୍ତପ୍ତ ସହର ହୋଇଛି । ସୁନ୍ଦରଗଡରେ ୩୮. ୫ , ଟିଟିଲାଗଡରେ ୩୮ ଦଶମିକ ୪, ଅନୁଗୁଳ ଓ ତାଳଚେରରେ ୩୮ .୧ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ଭବାନୀପାଟଣା ଓ ସୋନପୁରରେ…

ସଫଳତାର ସହ ଚାଲିଛି କୋଭିଡ ଟିକାକରଣ, ୪୫ ଦିନରେ ୧୦ ଲକ୍ଷ ଡୋଜ୍‌, କୋରୋନା ଯୋଦ୍ଧାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର –ରାଜ୍ୟରେ କୋଭିଡ ଟିକାକରଣ ସୁରୁଖୁରୁରେ ଚାଲିଛି । କୋଭିଡ ଟିକାକରଣରେ ଓଡିଶା ଦେଶର ଅଗ୍ରଣୀ ରାଜ୍ୟ ମଧ୍ୟରେ ରହିଛି । ମାତ୍ର ୪୫ ଦିନରେ ରାଜ୍ୟରେ ୧୦ ଲକ୍ଷରୁ ଅଧିକ ଡୋଜ୍ ଟିକା ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖଭାଗ କୋରୋନା ଯୋଦ୍ଧା ଓ ବରିଷ୍ଠ ନାଗରିକଙ୍କୁ ପ୍ରଦାନ କରାଯାଇଛି ।…

ଦେଶର ୫ଟି ଅଗ୍ରଣୀ ସ୍ପୋର୍ଟସ ସିଟି ମଧ୍ୟରେ ତୃତୀୟ ସ୍ଥାନରେ ଭୁବନେଶ୍ୱର

ଭୁବନେଶ୍ୱର- ଦେଶର ୫ଟି ଅଗ୍ରଣୀ କ୍ରୀଡା ସହର ମଧ୍ୟରେ ଭୁବନେଶ୍ୱର ସ୍ଥାନ ପାଇଛି । ଏହି ତାଲିକାରେ ଭୁବନେଶ୍ୱର ତୃତୀୟ ସ୍ଥାନରେ ରହିଛି । ଗ୍ରାଂଟ୍ ଥ୍ରଂଟନ ଭାରତ ପକ୍ଷରୁ କରାଯାଇଥିବା ଏକ ସର୍ଭେରେ ବିଶ୍ୱସ୍ତରୀୟ କ୍ରୀଡା ଭିତ୍ତିଭୂମି, ପ୍ରମୁଖ କ୍ରୀଡା ପ୍ରତିଯୋଗିତା ଆୟୋଜନର ଅଧିକାର ଓ…

ମହିଳା ଦିବସ ପୂର୍ବରୁ ସଶକ୍ତିକରଣର ଅଭିନବ ବାର୍ତ୍ତା ଦେଲେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା

ୟୁନିଫର୍ମ ପିନ୍ଧି ଓହ୍ଲାଇଲେ ନିଜର ପରୀକ୍ଷାମୂଳକ ଚାଷଜମିକୁ ସମ୍ବଲପୁର: ଏକ ଏକର ଜମିରେ ୨୦ କିସମର ରିସର୍ଚ୍ଚ ଧାନ ଚାଷ କରିଛି ଏସଏଚଜି, ସମାନ ରଙ୍ଗର ଡ୍ରେସ କୋଡ ପିନ୍ଧି କରୁଛନ୍ତି ଚାଷ, ଏହି ଉନ୍ନକିସମ ଧାନ ବିହନ ପ୍ରଦର୍ଶନୀ ଖେତ କରି କୃଷି ବିଭାଗଠାରୁ ସାଉଁଟିଛନ୍ତି ପ୍ରଶଂସା । ନିଜେ…

ମାର୍ଚ୍ଚ ପହିଲାରୁ ବୟସ୍କ ନାଗରିକଙ୍କୁ ଟିକାକରଣ, ଗୁରୁତର ରୋଗରେ ପୀଡିତ ଥିଲେ ଦେବାକୁ ହେବ ସାର୍ଟିଫିକେଟ

ଭୁବନେଶ୍ୱର- ରାଜ୍ୟରେ କୋଭିଡ ଟିକାକରଣ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ଯେ, ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କର ଟିକାକରଣ ଚାଲିଛି । ପ୍ରଥମ ଡୋଜରେ ୮୮ ପ୍ରତିଶତ ଓ ଦ୍ୱିତୀୟରେ ୮୬ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ ଟିକା ନେଇଛନ୍ତି । ୭୮…

କୋରୋନା ସଂକ୍ରମଣ : ୧୨ଟି ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବାକୁ ଏସିଏସଙ୍କ ଚିଠି

ଭୁବନେଶ୍ୱର- କୋରୋନା ସଂକ୍ରମଣ ରୋକିବା ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇ ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି । ଏସିଏସ ପ୍ରଦୀପ୍ତ ମହାପାତ୍ର ୨ଟି ଏୟାରପୋର୍ଟର ନିର୍ଦ୍ଦେଶକ ଓ ପୂର୍ବତର ରେଳବାଇର ଜେନେରାଲ ମ୍ୟାନେଜରଙ୍କୁ ମଧ୍ୟ ଚିଠି ଲେଖିଛନ୍ତି ।…