Browsing Tag

Odisha

ସତ୍ୟବାଦୀରେ ଓଡିଆ ବିଶ୍ୱବିଦ୍ୟାଳୟର ଡିଜାଇନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର: ଓଡ଼ିଆ ଭାଷା ବିଶ୍ବବିଦ୍ୟାଳୟର ରୂପରେଖ ସମ୍ପର୍କରେ ରାଜ୍ୟ ପୁର୍ତ୍ତବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଏକ ଉପସ୍ଥାପନା କରାଯାଇଥିଲା । ପୁରୀ ଜିଲ୍ଲାର ସତ୍ୟବାଦୀ ସ୍ଥିତ ପ୍ରସିଦ୍ଧ ବନ ବିଦ୍ୟାଳୟରେ ଏହି ବିଶ୍ବବିଦ୍ୟାଳୟ ସ୍ଥାପନ କରାଯିବ । ଉତ୍କଳମଣି…

ରାଜ୍ୟ ବଜେଟ : ଯୋଜନା ଓ ସଂଯୋଜନା ବିଭାଗକୁ ୧ ହଜାର ୪୬୮ କୋଟି, ମହିଳା ଓ ଶିଶୁ କଲ୍ୟାଣ ବିଭାଗକୁ ୩୯୦୬ କୋଟି

ଭୁବନେଶ୍ୱର-ରାଜ୍ୟ ବଜେଟ ୨୦୨୧-୨୨ରେ ଯୋଜନା ଓ ସଂଯୋଜନ ବିଭାଗକୁ ୧ ହଜାର ୪୬୮ କୋଟି ବ୍ୟୟ ବରାଦ ହୋଇଛି । ଭାଷା, ସାହିତ୍ୟ ଓ ସଂସ୍କୃତିର ବିକାଶ ପାଇଁ ୧୩୫ କୋଟି, ମହିଳା ଓ ଶିଶୁ କଲ୍ୟାଣ ବିଭାଗକୁ ୩ ହଜାର ୯୦୬ କୋଟି, ବିଜୁ କେବିକେ ଯୋଜନା ପାଇଁ ୨୫୦ କୋଟି ଟଙ୍କା ଦିଆଯାଇଛି । ସ୍ୱାଭିମାନ…

ରାଜ୍ୟରେ କୋରୋନା ସଂକ୍ରମଣ ସଂଖ୍ୟା ବଢିଲେ ପୁଣି ହୋଇପାରେ ଲକଡାଉନ୍ : ଡିଏମଇଟି ନିର୍ଦ୍ଦେଶକ

ଭୁବନେଶ୍ୱର – ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟାରେ ହ୍ରାସ ଘଟୁଛି । କିନ୍ତୁ ଆଗାମୀ ଦିନରେ ଯଦି ଏହି ସଂଖ୍ୟା ବଢିବ, ତାହା ହେଲେ ଲକଡାଉନକୁ ଏଡାଇ ଦେଇ ହେବ ନାହିଁ ବୋଲି ଡିଏମଇଟି ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି କହିଛନ୍ତି । ମହାରାଷ୍ଟ୍ର ଓ କେରଳରେ କିଛି ସ୍ଥାନରେ…

ନୀତି ଆୟୋଗ ବୈଠକ : ଓଡିଶା ପାଇଁ ସ୍ୱତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା ଦାବି କଲେ ନବୀନ

ନୂଆଦିଲ୍ଲୀ - ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ପାଇଁ ସ୍ୱତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା ଦାବି କରିଛନ୍ତି । ଏହାଛଡା ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ଦାବି ପୁଣି ଦୋହରାଇଛନ୍ତି ନବୀନ । ଅବହେଳିତ ଅଂଚଳ ଓ ଅନଗ୍ରସର ସଂପ୍ରଦାୟ ପାଇଁ ବି…

କୋଟିଆ ମାମଲା : ଆନ୍ଧ୍ର ଜବାବର ପ୍ରତି ଜବାବ ଦାଖଲ ପାଇଁ ଓଡିଶା ସରକାରଙ୍କୁ ୪ ସପ୍ତାହ ମହଲତ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ -ସୁପ୍ରିମକୋର୍ଟରେ କୋଟିଆ ମାମଲାର ଶୁଣାଣି ହୋଇଛି । କୋଟିଆ ନେଇ ଆନ୍ଧ୍ର ଦେଇଥିବା ଜବାବର ପ୍ରତି ଜବାବ ଦାଖଲ ପାଇଁ ଓଡିଶା ସରକାରଙ୍କୁ ୪ ସପ୍ତାହ ସମୟ ଦେଇଛନ୍ତି ସୁପ୍ରିମକୋର୍ଟ । ଏ ନେଇ ଓଡିଶା ପକ୍ଷର ଓକିଲ ଶିବ ଶଙ୍କର ମିଶ୍ର ସୂଚନା ଦେଇଛନ୍ତି । କୋଟିଆ ପ୍ରସଙ୍ଗରେ ଆନ୍ଧ୍ର…