Browsing Tag

Odisha

ରାଜ୍ୟରେ ଆଜିଠାରୁ ଦ୍ୱିତୀୟ ଡୋଜ୍ କୋରୋନା ଟିକାକରଣ

ଭୁବନେଶ୍ୱର - ଆଜିଠାରୁ ରାଜ୍ୟରେ ଦ୍ୱିତୀୟ ଡୋଜ୍ କୋରୋନା ଟିକାକରଣ ଆରମ୍ଭ ହୋଇଛି । ଯେଉଁ ସ୍ୱାସ୍ଥ୍ୟକର୍ମୀମାନେ ୨୮ ଦିନ ପୂର୍ବରୁ ପ୍ରଥମ ଡୋଜ୍ ନେଇଥିଲେ, ସେମାନଙ୍କୁ ଆଜିଠାରୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯିବ । ମାର୍ଚ୍ଚ ୧୩ ତାରିଖ ଯାଏଁ ଚାଲିବ ଦ୍ୱିତୀୟ ଡୋଜ୍ ଟିକାକରଣ । ଏଣେ ପ୍ରଥମ…

ରାଜ୍ୟରେ କଂଗ୍ରେସର ୬ ଘଂଟିଆ ବନ୍ଦ ଡାକରାର ମିଶ୍ର ପ୍ରଭାବ

ଭୁବନେଶ୍ୱର- ଇନ୍ଧନ ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ରାଜ୍ୟବ୍ୟାପୀ ୬ ଘଂଟିଆ ବନ୍ଦ ଡାକରାର ମିଶ୍ର ପ୍ରଭାବ ଅନୁଭୂତ ହୋଇଛି । ବନ୍ଦ ଯୋଗୁଁ ରାଜ୍ୟର ଅନେକ ସ୍ଥାନରେ ଦୋକାନ ବଜାର ଖୋଲିନାହିଁ । ରାଜଧାନୀ ଭୁବନେଶ୍ୱରର କିଛି ସ୍ଥାନରେ କଂଗ୍ରେସ କର୍ମୀ ରାସ୍ତା ଅବରୋଧ କରିଛନ୍ତି । ରେଳ…

ବିସ୍ମୟ ମହିଳା ପୂର୍ଣ୍ଣମାସୀ ଜାନୀ

By- Rakesh Rath  ଯିଏ ତାଙ୍କ ସମ୍ପର୍କରେ ଶୁଣିବ, ସେ ହୁଏତ ହଠାତ୍ ବିଶ୍ବାସ କରିବନି। ହେଲେ ଯେବେ ଥରେ ସାକ୍ଷାତ କରିବ, ବିଶ୍ବାସ ନକରି ରହିପାରିବନି। ଲକ୍ଷାଧିକ ଭଜନ, ଜଣାଣ, ଆଧ୍ୟାତ୍ମିକ କବିତା ତାଙ୍କ ତୁଣ୍ଡରୁ ବାହାରି ଆସିଛି, ହେଲେ ଥରୁଟିଏ ବି ପୁନରାବୃତ୍ତି ହୋଇନି । ଆହୁରି…

ମାନୁନି ଆନ୍ଧ୍ର, ଓଡିଶାର କଡା ଆପତ୍ତି ସତ୍ତ୍ୱ କୋଟିଆ ଫାଟୁସିନେରି ଗାଁରେ ପଂଚାୟତ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ

କୋରାପୁଟ- ଓଡିଶା ସରକାରଙ୍କ କଡା ଆପତ୍ତି ସତ୍ତ୍ୱେ ଆନ୍ଧ୍ର ପ୍ରଦେଶ ସରକାର କୋରାପୁଟ ଜିଲ୍ଲା କୋଟିଆରେ ପଂଚାୟତ ନିର୍ବାଚନ କରୁଛନ୍ତି । କୋଟିଆର ଫାଟୁସିନେରି ଗାଁରେ ପଂଚାୟନ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ସୂଚନାଯୋଗ୍ୟ ଯେ, ସୁପ୍ରିମକୋର୍ଟଙ୍କ ସ୍ଥିତାବସ୍ଥା ନିର୍ଦ୍ଦେଶ…

କୋଟିଆ ମାମଲା : ଆନ୍ଧ୍ର ବିରୋଧରେ ଅଦାଲତ ଅବମାନନା ନେଇ ଓଡିଶାର ପିଟିସନକୁ ଶୁଣାଣି ପାଇଁ ଗ୍ରହଣ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ - କୋଟିଆରେ ଆନ୍ଧ୍ର ସରକାର ପଂଚାୟତ ନିର୍ବାଚନ କରିବା ବିରୋଧରେ ଓଡିଶା ସରକାରଙ୍କ ପକ୍ଷରୁ ଆଗତ ପିଟିସନକୁ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ । ଆସନ୍ତାକାଲି ହେବ ଏହି ମାମଲା ଶୁଣାଣି । ଯଥାସ୍ଥିତି ବଜାୟ ନେଇ ସୁପ୍ରିମକୋର୍ଟଙ୍କ ପୂର୍ବ ରାୟକୁ ଆନ୍ଧ୍ର ମାନୁନାହିଁ ।…

କୋଟିଆ ମାମଲା : ଆନ୍ଧ୍ର ସରକାରଙ୍କ ବିରୋଧରେ ଅଦାଲତ ଅବମାନନା ଆଣି ସୁପ୍ରିମକୋର୍ଟ ଗଲେ ରାଜ୍ୟ ସରକାର

କଟକ- କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ କୋଟିଆ ଗ୍ରାମପୁଂଜର ୩ଟି ପଂଚାୟତରେ ଆନ୍ଧ୍ର ପ୍ରଦେଶ ସରକାର ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ କରିବାକୁ ବିରୋଧ କରି ଓଡିଶା ସରକାର ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ୧୯୬୮ ମସିହାରେ ସ୍ଥିତାବସ୍ଥା ପାଇଁ ନିଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ୨୦୦୬ରେ…