ପିଙ୍କ୍ ବଲ୍ ଟେଷ୍ଟକୁ ଦୁଇଦିନରେ ଜିତିଲା ଭାରତ, ଇଂଲଣ୍ଡକୁ ୧୦ ୱିକେଟରେ ହରାଇଲା
ଅହମ୍ମଦାବାଦ - ସ୍ପିନ ଯୋଡି ରବିଚନ୍ଦ୍ରନ ଅଶ୍ୱିନ ଓ ଅକ୍ଷର ପଟେଲଙ୍କ ପୁଣିଥରେ ଘାତକ ପ୍ରଦର୍ଶନ ସହାୟତାରେ ଭାରତ ତୃତୀୟ ତଥା ଦିବାରାତ୍ର ଟେଷ୍ଟକୁ ମାତ୍ର ଦୁଇ ଦିନ ଭିତରେ ଜିତିନେଇଛି । ସ୍ପିନରଙ୍କ ଭୂସ୍ୱର୍ଗ ସାବ୍ୟସ୍ତ ହୋଇଥିବା ନରେନ୍ଦ୍ର ମୋଦି ଷ୍ଟାଡିୟମ୍ ପିଚରେ ଅକ୍ଷର-ଅଶ୍ୱିନ ପୁଣି…