ଶୁକ୍ରବାର ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ରାତି ଦୁଇଟାରୁ ନୀତିକାନ୍ତି, କୋରୋନା ମହାମାରୀ ଯୋଗୁଁ…
ପୁରୀ – ଆସନ୍ତାକାଲି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦୁର୍ଲଭ ନାଗାର୍ଜୁନ ବେଶ । ଦୀର୍ଘ ୨୬ ବର୍ଷ ପରେ ପୁଣି ଶ୍ରୀଜିଉ ନାଗାର୍ଜୁନ ବେଶ ପଡିବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଶତାବ୍ଦୀର ଏହା ହେବ ପ୍ରଥମ ନାଗାର୍ଜୁନ ବେଶ । ତେବେ ଏଥର କୋରୋନା ପରିସ୍ଥିତି ଯୋଗୁଁ ଭକ୍ତମାନେ…